www.samajalive.in
Saturday, December 6, 2025
23.1 C
Bhubaneswar

ଘର ତାଲା ଭାଙ୍ଗି ଟଙ୍କା,ସୁନା ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର : ‍ଗୋପାଳପୁର ଥାନା ଅନ୍ତର୍ଗତ ଡୁରା କଳିଙ୍ଗ ବିହାରରୁ ଏକ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଟଙ୍କା ଓ ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ପ୍ରକାରେ ଡୁରା କଳିଙ୍ଗ ବିହାରରେ ରହୁଥିବା
ଅଶୋକ କୁମାର ଦଳବେହେରା ଗତ ଶନିବାର ଦିନ ଭୀଷ୍ମଗିରୀ ଚାଲି ଯାଇଥିଲେ। ସୋମବାର ତାଙ୍କ ପଡ଼ିଶା ଘର ଘରର ତାଲା ଭଙ୍ଗା ଯାଇଥିବା ଖବର ଦେଇଥିଲେ। ଅଶୋକ ଘରେ ପହଞ୍ଚି ଦେଖିବା ବେଳକୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଗୋଟିଏ ଗ୍ୟାସ ସିଲିଣ୍ଡର, ନଗଦ ୧୫ ହଜାର ଟଙ୍କା, ସୁନାର ମଙ୍ଗଳସୂତ୍ର,କାନ ଫୁଲ ଓ ପତ୍ରୀ ହାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୩୮/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ପରେ ସାଇଟିଫିକ ଟିମ ପହଞ୍ଚି ତଦନ୍ତ କରିଥିବା ପୁଲିସ କହିଛି।

ଜିଏସଟି ପ୍ରଭାବ ; ୨୩,୦୦୦ ପର୍ଯ୍ୟନ୍ତ ଶସ୍ତା ହେଲା ଏହି ଲୋକପ୍ରିୟ ବାଇକ୍‌

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories