www.samajalive.in
Friday, December 5, 2025
27.1 C
Bhubaneswar

ନଡ଼ିଆ ପାରୁଥିବା ବେଳେ କରେଣ୍ଟ ଲାଗି ଯୁବକ ମୃତ

ବୋଲଗଡ: ଖୋର୍ଦ୍ଧା ଜିଲ୍ଲା ବୋଲଗଡର ନେଳିଆ ପୋଖରୀ ଅଙ୍ଗନବାଡ଼ି କେନ୍ଦ୍ର ନିକଟ ନଡ଼ିଆ ଗଛରେ ଚଢି ନଡ଼ିଆ ପାରୁଥିବା ବେଳେ ୩୩କେଭି କରେଣ୍ଟ ଲାଗି ଯୁବକ ମୃତ। ମୃତକ ଜଣକ ବୋଲଗଡ ଥାନା ଖଙ୍ଗୁରିଆ ଜଗୁ ପରିଡ଼ା (୪୦)। ସେ ସକାଳ ପ୍ରାୟ ୮ଟା ସମୟରେ ନଡ଼ିଆ ଗଛ ଚଢା ମେସିନ ସାହାଯ୍ୟ ଚଢ଼ିଥିଲେ। ନିକଟରେ ଯାଇଥିବା କଭର ବିହୀନ ତାର ଉପରେ କଞ୍ଚା ବହୁଙ୍ଗା ଲାଗିଯିବା ପରେ ଗଛଟି ଉପରେ ବିଦ୍ୟୁତ୍ ଆଘାତ ଲାଗିବା ସହ ଜଗୁ ମଧ୍ୟ ସେହି ଠାରେ ଟଳି ପଡ଼ିଥିଲେ। ମେସିନିରେ ପାଦ ଲକ୍ ଥିବାରୁ ଗଛ ଉପରେ ଲାଖି ରହିଛନ୍ତି। ଘଟଣାସ୍ଥଳରେ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଗଛରୁ ମୃତଦେହକୁ ବାହାର କରାଇ ଦେଉନାହାନ୍ତି। ଜଗୁଙ୍କୁ କିଏ ଗଛ ଚଢାଇଥିଲା। ତାଙ୍କୁ ଧରିବାକୁ ଅଡି ବସିଛନ୍ତି। ଉତେଜନା ବଢ଼ିବା ସହ ପୁଲିସ ଘଟଣା ଉପରେ ନଜର ରଖିଛି।

ମହିଳା କନଷ୍ଟେବଳ ହତ୍ୟା ଘଟଣା ; ୧୦ ଲକ୍ଷ ଟଙ୍କା ପାଇଁ ହତ୍ୟା-ପୁଲିସ କମିଶନର

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories