ମହିଳା କନଷ୍ଟେବଳ ହତ୍ୟା ଘଟଣା ; ୧୦ ଲକ୍ଷ ଟଙ୍କା ପାଇଁ ହତ୍ୟା-ପୁଲିସ କମିଶନର

ଭୁବନେଶ୍ୱର : ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ପହଞ୍ଚିଛି ପୁଲିସ। ଘଟଗାଁ ଥାନାରେ ଅଭିଯୁକ୍ତକୁ ନେଇ କମିଶନରେଟ୍‌ ପୁଲିସ ପହଞ୍ଚିଛି । ଘଟଗାଁ ଥାନାରେ ପଚରାଉଚରା ପରେ କିଛି ସମୟ ପରେ ସିନ୍‌ ରିକ୍ରିଏସନ ଆରମ୍ଭ କରିଛି ପୁଲିସ । ଯେଉଁଠି ମୃତଦେହ ପୋତା ଯାଇଛି, ସେଠାକୁ ଦୀପକକୁ ନେଇଛି ପୁଲିସ । ଭୁବନେଶ୍ୱରରେ ହତ୍ୟା ପରେ କାହିଁକି ଘଟଗାଁକୁ କାର୍‌ରେ ମୃତଦେହକୁ ନେଇ ପୋତିଥିଲା, ତାହା … Continue reading ମହିଳା କନଷ୍ଟେବଳ ହତ୍ୟା ଘଟଣା ; ୧୦ ଲକ୍ଷ ଟଙ୍କା ପାଇଁ ହତ୍ୟା-ପୁଲିସ କମିଶନର