www.samajalive.in
Sunday, December 14, 2025
26.1 C
Bhubaneswar

ମଧୁସ୍ମିତାଙ୍କୁ ମିଳିଲା ନାହିଁ ଜାମିନ; ସୋମବାର ପୁଣି ଶୁଣାଣି

ସମ୍ବଲପୁର: ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ନିଲମ୍ବିତ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂହଙ୍କୁ ମିଳିଲା ନାହିଁ ଜାମିନ୍‍ ।
ମଧୁସ୍ମିତା ସିଂହଙ୍କୁ  ଗତ ୨ ତାରିଖରେ ଇଓଡବ୍ଲ୍ୟୁ ଗିରଫ କରିଥିବା ବେଳେ ୩ ତାରିଖରେ ସମ୍ବଲପୁର ଓପିଆଇଡି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ୩ ତାରିଖରୁ ସୁଶ୍ରୀ ସିଂହ ସମ୍ବଲପୁର ମହିଳା ଜେଲ୍‌ରେ ରହିଛନ୍ତି। ଗତ ୬ ତାରିଖରେ ତାଙ୍କର ଜାମିନ୍‌ ଆବେଦନର ଶୁଣାଣି ଥିବା ବେଳେ ଇଓଡବ୍ଲ୍ୟୁର କେସ୍‌ ଡାଏରି ଆସି ନ ଥିବାରୁ ଶୁଣାଣି ଘୁଞ୍ଚିଥିଲା। ମଙ୍ଗଳବାର ପୁଣି ଥରେ ତାଙ୍କ ଜାମିନ୍‌ ଆବେଦନର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା  ।
ହେଲେ ମଙ୍ଗଳବାର ଏହି ମାମଲାର ସିଡ଼ି ଆସି ନ ଥିବା ଯୋଗୁଁ ପୁଣି ଆସନ୍ତା ସୋମବାର ପର୍ଯ୍ୟନ୍ତ ଏହାର ଶୁଣାଣି ଘୁଞ୍ଚାଯାଇଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories