www.samajalive.in
Wednesday, December 10, 2025
14.1 C
Bhubaneswar

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବେଦାନ୍ତ ଲାଞ୍ଜିଗଡ଼ର ମିଳିତ ଉଦ୍ୟମ – ତାଲିମ ପାଇଥିବା ୨୭ ଜଣ ପାଇଲେ ଚାକିରି

ଲାଞ୍ଜିଗଡ଼ – ଓଡ଼ିଶାର ଭବାନୀ ପାଟଣାରେ ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ ଦକ୍ଷତା ତାଲିମ କେନ୍ଦ୍ରରେ ୨୧ ତମ ଖାଦ୍ୟ ଏବଂ ପାନୀୟ ତାଲିମ୍‌ ଗ୍ରହଣ କରିଥିବା ଯୁବକ ଯୁବତୀମାନଙ୍କ ମଧ୍ୟରୁ ୯୩ ପ୍ରତିଶକ ନିଯୁକ୍ତି ପାଇଛନ୍ତି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବେଦାନ୍ତ ଲାଞ୍ଜିଗଡ଼ ମିଳିତ ଭାବେ ଏଥିରେ କାର୍ଯ୍ୟ କରୁଥିଲା ।

ସ୍ଥାନୀୟ ଯୁବକମାନଙ୍କୁ ଶିଳ୍ପ ସମ୍ବନ୍ଧିତ ତାଲିମ ଦେବା ସହ, ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଏବଂ ଏହି ଅଞ୍ଚଳରେ ସାମଗ୍ରିକ ବିକାଶରେ ଏହା ସହାୟକ ହେବ ବେଦାନ୍ତଆଲୁମିନାର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି । ତିନି ବର୍ଷ ମଧ୍ୟରେ ଏଥିରେ ୧୨୦୦ରୁ ଅଧିକ ଯୁବକ ଯୁବତୀଙ୍କୁ ତାଲିମ୍‌ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ପର୍ଯ୍ୟନ୍ତ ୭୫୦ର ଅଧିକ ସ୍ଥାନୀୟ ଯୁବ ବର୍ଗ ଏଥିରେ ତାଲିମ୍‌ ଗ୍ରହଣ କରି ସାରିଛନ୍ତି ।

- Advertisement -

କଳାହାଣ୍ଡିରେ ଯୁବ ବର୍ଗଙ୍କୁ ଆତ୍ମ ନିର୍ଭରଶୀଳ କରିବା ସହ ନିଯୁକ୍ତି ପାଇବାରେ ଏହା ବେଶ୍‌ ସହାୟକ ହେବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories