www.samajalive.in
Tuesday, December 9, 2025
17.1 C
Bhubaneswar

ରୁଦ୍ରାଭିଷେକ କରିବାର ମହତ୍ତ୍ୱ

ପୂଜାର୍ଚ୍ଚନା କରିବା ଦ୍ୱାରା ବିଭିନ୍ନ ପ୍ରକାରର ଶୁଭଫଳ ମିଳିଥାଏ। ପୂଜା କରିବାର କିଛି ନିର୍ଦ୍ଦିଷ୍ଟ ନିୟମ ଓ ଶୈଳୀ ରହିଛି। ସଭିଏଁ ଦେବାଦେବୀଙ୍କୁ ଫୁଲ, ଫଳ, ଭୋଗ, ନୈବେଦ୍ୟ ଆଦି ଅର୍ପଣ କରିଥାଆନ୍ତି। ଏପରି କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତ୍ର ପ୍ରଭୁ ଭୋଳାଶଙ୍କରଙ୍କ କେଉଁ ପ୍ରକାରର ଲିଙ୍ଗରେ ରୁଦ୍ରାଭିଷେକ କରିବାର ଦ୍ୱାରା କାରଣ ଓ ଏହାର ମହତ୍ତ୍ୱ ବିଷୟରେ ….
ଯଦି ଆପଣ ପ୍ରଭୁଙ୍କର ସୁନାର ଶିବଲିଙ୍ଗକୁ ରୁଦ୍ରାଭିଷେକ କରନ୍ତି ,ତେବେ ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ।
ସେହିଭଳି ରୂପାର ଶିବଲିଙ୍ଗକୁ ରୁଦ୍ରାଭିଷେକ କରନ୍ତି , ସୌଭାଗ୍ୟ ବୃଦ୍ଧି ହୋଇଥାଏ।
ପିତ୍ତଳରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କରନ୍ତି, ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ପାରଦରେ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କରନ୍ତି, ତେବେ ଜୀବନର ବାଧାବିଘ୍ନ ଦୂର ହୋଇ ସୁଖ ମିଳେ।
କର୍ପୂରରେ ପ୍ରସ୍ତୁତ ଶିବଲିଙ୍ଗକୁ ରୁଦ୍ରାଭିଷେକ କରନ୍ତି, ସମସ୍ତ ପ୍ରକାରର ମଙ୍ଗଳ ହୋଇଥାଏ।
ଲୁହାରେ ପ୍ରସ୍ତୁତ ଶିବଲିଙ୍ଗକୁ ରୁଦ୍ରାଭିଷେକ କରିବା ଦ୍ୱାରା ଶତ୍ରୁ ପରାଜୟ ହୋଇଥାଆନ୍ତି।
ଚନ୍ଦନରେ ପ୍ରସ୍ତୁତ ଶିବଲିଙ୍ଗକୁ ରୁଦ୍ରାଭିଷେକ କରିବା ଦ୍ୱାରା ଧନଲାଭ ହୋଇଥାଏ।
ଫୁଲ ନିର୍ମିତ ଶିବଲିଙ୍ଗକୁ ରୁଦ୍ରାଭିଷେକ କରିବା ଦ୍ୱାରା ଭୂ-ସମ୍ପତ୍ତି ପ୍ରାପ୍ତି ହୋଇଥାଏ।
ଦୂବରେ ପ୍ରସ୍ତୁତ ଶିବଲିଙ୍ଗକୁ ରୁଦ୍ରାଭିଷେକ କରିବା ଦ୍ୱାରା ଦୁର୍ଘଟଣାରୁ ମୁକ୍ତି ମିଳିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories