www.samajalive.in
Sunday, December 14, 2025
26.1 C
Bhubaneswar

ରାତି ୧୨ ଟା ମୁଖ୍ୟ ଖବର     

ରାତି ୧୨ ଟା ମୁଖ୍ୟ ଖବର

ମିଳିଲା ନିଖୋଜ ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ ସନ୍ଧାନ..

- Advertisement -

ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଖାଇ ଭେଟି : ଚାଷୀଙ୍କ ଖାତାକୁ ଗଲା ସିଏମ୍ କିଷାନ୍ ୩ୟ କିସ୍ତି ଟଙ୍କା, ଡିବିଟି ଜରିଆରେ ୧୦୪୧ କୋଟି ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ..

ରାଜ୍ୟରେ ଡିସେମ୍ବର ୩୧ ସୁଦ୍ଧା ହେବ ସୀମା ନିର୍ଦ୍ଧାରଣ : ବଦଳିବ ଜିଲ୍ଲା, ସବଡିଭିଜନ୍, ତହସିଲ ଓ ରାଜସ୍ଵ କାମର ସୀମା, ରାଜସ୍ଵ ବିଭାଗର ବିଜ୍ଞପ୍ତି..

ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ୍ : ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କଲେ ଟ୍ରମ୍ପ ପ୍ରଶାସନ, ଦେଶର ରପ୍ତାନୀ ଶିଳ୍ପ ପ୍ରଭାବିତ ହେବା ଆଶଙ୍କା.

ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି
ଗତକାଲି ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିଲା
ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି..

ଆଇପିଏଲ୍‌ରୁ କ୍ରିକେଟର୍‌ ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ ଅବସର ଘୋଷଣା କରିଛନ୍ତି । ଏକ୍ସରେ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି କ୍ରିକେଟର…

ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନ୍‌ରେ ପୁଣି ଉଡ଼ିଲା ଡ୍ରୋନ୍ । ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଉଡ଼ିଲା ଡ୍ରୋନ୍ । ମାର୍କେଟ୍ ଛକରୁ ଡ୍ରୋନ୍‌ଟି ଅପରେଟ୍ କରାଯାଇଥିବା ଅନୁମାନ ।

ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ….

ଚାଷୀ ପଞ୍ଜିକରଣ ଅବଧି ବଢିବ  କହିଲେ  ମୁଖ୍ୟମନ୍ତ୍ରୀ ……

ନୂଆଁଖାଇ ପୂର୍ବରୁ ଚଢ଼ାଉ  । ପ୍ରଶାସନ ,ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ  ।, ଗଣପର୍ବ ନୂଆଁଖାଇ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢ଼ାଉ……

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories