www.samajalive.in
Saturday, December 6, 2025
23.1 C
Bhubaneswar

ଏଥର ଜନ୍ମାଷ୍ଟମୀରେ ଗ୍ରହଙ୍କ ମହାସଂଯୋଗ: ଏହି ୩ ରାଶିଙ୍କ ଉପରେ ହେବ ଧନବର୍ଷା, ମିଳିବ ଖାଲି ସଫଳତା..

ଚଳିତ ବର୍ଷ ୧୫ ଅଗଷ୍ଟରେ ପାଳନ ହେଉଛି ଜନ୍ମାଷ୍ଟମୀ ପର୍ବ । ଏହି ଦିନ ବୁଧ, ଗୁରୁ, ଶୁକ୍ର, ଶନି ଗ୍ରହ ଏକାଠି ହୋଇ ଅଦ୍ଭୁତ ସଂଯୋଗ ହେବାକୁ ଯାଉଛି । ଏହି ଯୋଗ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ଆଣିବାକୁ ଯାଉଛି । ଭାଗ୍ୟକୁ ବଦଳାଇ ଦେବ ଏହି ଯୋଗ ।

ଜନ୍ମାଷ୍ଟମୀରେ ବୁଧ ସିଧା ଚଳନ କରି କର୍କଟ ରାଶିରେ ସୂର୍ଯ୍ୟଙ୍କ ସହ ଏକାଠି ହେବେ । ଶନି ଓଲଟା ଚଳନ କରିବେ ଓ ଗୁରୁ-ଶୁକ୍ର ମୀନ ରାଶିରେ ଏକାଠି ହୋଇ ଶୁଭ ସଂଯୋଗ ସୃଷ୍ଟି ହେବ । ବିଭିନ୍ନ ନକ୍ଷତ୍ରଙ୍କ ମଧ୍ୟ ସଂଯୋଗ ହେବ । ଏହି ଦିନ ବୁଦ୍ଧି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଅମୃତ ଯୋଗ ଆଦି ମହାସଂଯୋଗ ହେବାକୁ ଯାଉଛି । ଜାଣନ୍ତୁ ଏହି ୩ ରାଶିଙ୍କୁ ମିଳିବ କି କି ସଫଳତା..

- Advertisement -

ବୃଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଅଟକି ଥିବା କାମ ପୂରଣ ହେବ । ପରିଶ୍ରମର ଫଳ ମିଳିବ । ବଡ ସଫଳତା ହାସଲ କରିବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ହଠାତ୍‌ ଧନ ଲାଭ ହେବ ।

ମିଥୁନ- ଏହି ରାଶିଙ୍କୁ ଗୋଟିଏ ପରେ ଗୋଟିଏ ଲାଭ ମିଳିବ । କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିବ । ବ୍ୟବସାୟରେ ବଡ ଧନ ଲାଭ ହେବ ।

ସିଂହ- ହଠାତ୍‌ ଧନ ଲାଭ ହେବ । ଏହି ସମୟରେ କରିଥିବା କାମର ଶୁଭଫଳ ମିଳିବ । ବ୍ୟବସାୟରେ ଲାଭ ମିଳିବ । ସନ୍ତାନ ପ୍ରାପ୍ତି ହେବ ।

ଟ୍ରମ୍ପ-ଟାରିଫ୍‌-ଟେନ୍‌ସନ୍‌ ; ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories