ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଅବସରରେ ରାଶି ଅନୁସାରେ ପାଠ କରନ୍ତୁ ହନୁମାନଙ୍କର ଏହି ମନ୍ତ୍ର ଧର୍ମ ଅଧ୍ୟାତ୍ମ By Samaja Digital Last updated Apr 13, 2018 0 Share ମହାବୀର ହନୁମାନଙ୍କ ନାମ ଜପ କଲେ କିଛି ମୂହୂର୍ତ୍ତରେ ଟଳିଯିବ ବଡ଼ରୁ ବଡ଼ ବିପଦ। ବିଧି ମୁତାବକ ଉପାସନା କଲେ ଦୂର ସବୁ ବାଧା। ନୁମାନ ଜୟନ୍ତୀ; ଏହି ଦିନ ରାଶି ଅନୁସାରେ ହନୁମାନଙ୍କ ମନ୍ତ୍ର ଜପ କଲେ ସମସ୍ତ ପ୍ରକାର ମନୋସ୍କାମନା ପୂରଣ ହେବାର ବିଶ୍ୱାସ ରହିଛି। Related Posts କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ Nov 24, 2024 ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ… Nov 23, 2024 ମେଷ, ବୃଷ ଓ ମିଥୁନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀରେ ଓଁ ସର୍ବଦୁଃଖ ହରାୟ ନମଃ ମନ୍ତ୍ର ଜପ କରନ୍ତୁ। କର୍କଟ, ସିଂହ ଓ କନ୍ୟା ରାଶିର ବ୍ୟକ୍ତି ଓଁ ପରଶୈାର୍ଯ୍ୟ ବିନାଶନ ନମଃ ଜପ କରନ୍ତୁ। ତୁଳା, ବିଛା ଓ ଧନୁ ରାଶିର ବ୍ୟକ୍ତି ଓଁ ମନୋଜବ୍ୟା ନମଃ ଏବଂ ଓଁ ଲକ୍ଷ୍ମଣପ୍ରାଣଦାତ୍ରେ ନମଃ ଜପ କଲେ ସୁଫଳ ମିଳିବ। ମକର, କୁମ୍ଭ ଓ ମୀନ ରାଶିର ବ୍ୟକ୍ତି ହନୁମାନ ଜୟନ୍ତୀ ଅବସରରେ ଓଁ ସର୍ବଗ୍ରହ ବିନାଶୀ ନମଃ ଜପ କଲେ ଶୁଭ ହେବ। 0 Share FacebookTwitterWhatsApp