ଯାଜପୁର :ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ।ଯୁବକକୁ ନିର୍ଯ୍ୟାତନା ଘଟଣାରେ ,୩ ପୋଲିସ ବାବୁ ସସପେଣ୍ଡ।କାର୍ଯ୍ୟରେ ଅବହେଳା ପାଇଁ ୩ ଜଣଙ୍କୁ ସସପେଣ୍ଡ କଲେ ଏସ୍ ପି।କନେଷ୍ଟବଳ ଦେବେନ୍ଦ୍ର ବାନରା ବି ନିଲମ୍ବିତ।ବାଲିଚନ୍ଦ୍ରପୁର ଥାନାର ଘଟଣାରେ ଏସ୍ଆଇ , ,ଏଏସ୍ଆଇ ଓ ଜଣେ କନେଷ୍ଟବଳ ସସପେଣ୍ଡ।ଚିକିତ୍ସିତ ହେଉଥିବା ରବୀନ୍ଦ୍ର ମଲ୍ଲିକକୁ ପଚରାଉଚାରା କରିଛି ପୋଲିସ ।ଏସ୍ ଆଇ ଚିନ୍ମୟୀ ପୃଷ୍ଟି ,ଏ ଏସଆଇ ଦୁର୍ଗେଶ ନନ୍ଦିନୀଙ୍କୁ ନିଲମ୍ବନ କରାଯାଇଛି ।ତଦନ୍ତ ସହ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକ । ବୟାନ ରେକର୍ଡ଼ ପରେ ରବୀନ୍ଦ୍ର ମଲ୍ଲିକକୁ ଛାଡିଲା ପୋଲିସ।



