www.samajalive.in
Sunday, December 14, 2025
16.1 C
Bhubaneswar

ସୁରକ୍ଷା ଅପେକ୍ଷାରେ ବିରଳ ପ୍ରସ୍ତର କଳାକୃତି

ରଣପୁରଗଡ : ନୟାଗଡ଼ ଜିଲ୍ଲା ରଣପୁର ଏକ ପାହାଡିଆ ଅଞ୍ଚଳ। ବେଙ୍ଗା ପାହାଡ଼ ଠାରୁ ଆରମ୍ଭ କରି ଅନେକ ପାହାଡ଼ରେ ବଉଳମାଳିଆ ପଥର ରହିଛି।  ଯାହାକି ମୂର୍ତ୍ତି ନିର୍ମାଣରେ ବ୍ୟବହାର ହୁଏ। ରଣପୁର ରାଜା ବନମାଳୀ ନରେନ୍ଦ୍ର ଥିଲେ ଜଣେ ମଲ୍ଲ ଯେ।ଦ୍ଧା ସହ ପ୍ରସ୍ତର ନିର୍ମିତ ମୂର୍ତ୍ତି କାରିଗର। ତାଙ୍କ ସ୍ୱହସ୍ତ ନିର୍ମିତ୍ତ ପ୍ରସ୍ତର ମୂର୍ତ୍ତି ବାସୁଆ ବଳଦ ଏବେ ଖେ।ର୍ଦ୍ଧା ଜିଲ୍ଲା ବାଙ୍କେ।ଇ ଠାରେ ପୁଜା ପାଉଛି। ରଣପୁର ଜଗନ୍ନାଥ ମନ୍ଦିର ବାମ ପଟ ସିଂହ ମୂର୍ତ୍ତି ଏବେ ବି ଜୀବନ୍ତ ପ୍ରତିଛବି। ରଣପୁର ବିଜ୍ଞାପିତ ଅଞ୍ଚଳରେ ଥିବା ଦେ।ଳ ମଣ୍ଡପ ଚାରିପଟେ ଖଞ୍ଜା ଯାଇଥିବା ବିରଳ ପ୍ରସ୍ତର ମୂର୍ତ୍ତି ରକ୍ଷଣା ବେକ୍ଷଣ ଅଭାବରୁ ଧ୍ୱଂସାଭିମୂଖୀ। ପଞ୍ଚୁ ମହାଦେବ ମନ୍ଦିର ଠାରୁ ଆରମ୍ଭ କରି ତଳ ମଣିନାଗପୀଠରେ ଥିବା ରଣପୁର ରାଜବଂଶର ପ୍ରତିମୂର୍ତ୍ତି ରଣପୁର କଳା ସଂସ୍କୃତି ସହ ଜଡିତ। ଅନେକ ମହାରଣା ଏବେବି ପ୍ରସ୍ତର ମୂର୍ତ୍ତି ନିର୍ମାଣ କରି ନିଜ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ମୂର୍ତ୍ତି କାରିଗରଙ୍କୁ ପ୍ରେ।ତ୍ସାହନ ସହ ତାଲିମ ଓ  ପୁରାତନ  ବିରଳ ପ୍ରସ୍ତର କଳାକୃତିର ସୁରକ୍ଷା ଆବଶ୍ୟକ ପଡୁଛି। ଯାହାକି ରଣପୁରକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର କୁହନ୍ତି ପ୍ରସ୍ତର କାରିଗର ମାନଙ୍କୁ ତାଲିମ ପାଇଁ ଖଦୀ ନିଗମ ସହ ଯେ।ଗାଯେ।ଗ କରାଯିବ। ବିରଳ ପ୍ରସ୍ତରମୂର୍ତ୍ତି ସୁରକ୍ଷା ପାଇଁ ଆଗାମୀ କାର୍ଯ୍ୟ ଖସଡାରେ ସ୍ଥାନିତ କରି ଅର୍ଥ ଆସିଲେ ପଦକ୍ଷେପ ନିଆଯିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories