www.samajalive.in
Thursday, December 11, 2025
14.1 C
Bhubaneswar

ସମାଜ ରିଲିଫ କମିଟି ତରଫରୁ ଘାସି ଭବାନୀପୁର ଅଗ୍ନିକାଣ୍ଡ ବିପନ୍ନଙ୍କୁ ସହାୟତା ପ୍ରଦାନ

ସାକ୍ଷୀଗୋପାଳ: ସାମାଜ ରିଲିଫ କମିଟି ତରଫରୁ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଘାସି ଭବାନୀପୁର ଅଗ୍ନିକାଣ୍ଡ ବିପନ୍ନମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକର ରାଜେନ୍ଦ୍ର କୁମାର ଜେନା ଅଗ୍ନିକାଣ୍ଡ ବିପନ୍ନ ପରିବାର ସଦସ୍ୟମାନଙ୍କୁ ସମବେଦନା ଜ୍ଞାପନ କରିଥିଲେ। ଅଗ୍ନିକାଣ୍ଡ ବିପନ୍ନ କୃଷ୍ଣଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସହଦେଵ ପ୍ରଧାନ, ଭଗବାନ ପ୍ରଧାନ, ଈଶ୍ୱର ଜେନା, କୁମାରୀ ଜେନା, ରବୀନ୍ଦ୍ର ଜେନା, ବିଶ୍ୱନାଥ ଜେନା, ଜମ୍ବେଶ୍ୱର ଜେନା ଓ ଓକିଲ ଜେନା ପ୍ରମୁଖଙ୍କୁ ନଗଦ ୨,୦୦୦ଟଙ୍କା, କମ୍ବଳ ଓ ଶାଢ଼ୀ ପ୍ରଦାନ କରାଯାଇଛି।

ଏହି ଅବସରରେ ଗାଁ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତୁଳସୀ ରାମ ଜଗତ, ସତ୍ୟବାଦୀର ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାର ସିଂ, ସରପଞ୍ଚ ଗୌରାଙ୍ଗ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର, ଦେବାଶିଷ ରାୟ, ପ୍ରଶାନ୍ତ କୁମାର ଶତପଥୀ, ମନୋଜ କୁମାର ସାହୁ, କୃଷ୍ଣଚନ୍ଦ୍ର ସ୍ୱାଇଁ, ହୃଷିକେଶ ଜେନା, କଂଗ୍ରେସ ଜେନା, ସୁଦର୍ଶନ ମହାପାତ୍ର ଓ ଚନ୍ଦ୍ରମଣି ଜେନାଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories