www.samajalive.in
Tuesday, December 9, 2025
16.1 C
Bhubaneswar

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ ପାନମଧୁରୀ

ପ୍ରାୟତଃ ଆମ ସମସ୍ତଙ୍କ ଘରେ ପାନମଧୁରୀ ନିଶ୍ଚିତ୍ତ ଥାଏ। ଏହାକୁ ପାନରେ ଖାଇବା ସହ ଅନେକ ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ବ୍ୟବହାର କରାଯାଏ। କୌଣସି ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ପରେ ମିଶ୍ରି ଓ ପାନମଧୁରୀ ଦିଆଯାଇଥାଏ। ଏହାକୁ ଆମେ ଖାଦ୍ୟ ଖାଇବା ପରେ ମାଉଥ୍ ଫ୍ରେସନର୍ ଭାବି ଖାଇଥାଉ। ହେଲେ ଖୁବ୍ କମ୍ ଲୋକେ ଏବିଷୟରେ ଜାଣନ୍ତି ଯେ, ପାନମଧୁରୀର ବହୁତ ଉପକାରୀ ଗୁଣ ରହିଛି। ଏହା ପାଟିର ସ୍ବାଦ ବଢ଼ାଇବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ପାନମଧୁରୀ ଖାଇବା ଦ୍ବାରା ଆମକୁ କ’ଣ ଲାଭ ମିଳିଥାଏ –

-ପାନମଧୁରୀ ପାଚନକ୍ରିୟାକୁ ସଠିକ୍ ରହିଥାଏ।
-ଏହାକୁ ଚୋବାଇବା ଦ୍ବାରା ଗଳା ସମସ୍ୟା ଦୂର ହୋଇଥାଏ।
-ପାନମଧୁରୀ ରସକୁ ମହୁ ସହ ମିଶାଇ ସେବନ କରିବା ଦ୍ବାରା କାଶ ସମସ୍ୟାରୁ ମୁକ୍ତି ମିଳିଥାଏ।
-ଅଳ୍ପ ଉଷୁମ ପାଣିରେ ପାନମଧୁରୀକୁ ମିଶାଇ ସେବନ କରିବା ଦ୍ବାରା କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ।
-ମିଶ୍ରି ସହ ପାନମଧୁରୀକୁ ମିଶାଇ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ଖଟ୍ଟା ହାକୁଟି ଆସିବା ବନ୍ଦ ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories