www.samajalive.in
Sunday, December 7, 2025
14.1 C
Bhubaneswar

ଶୁକ୍ରବାରରେ  କେବଳ ଜିଓ ଉପଭୋକ୍ତାଙ୍କ ପାଇଁ ବିକ୍ରି ହେବ ସାମସଙ୍ଗ ଗାଲାକ୍ସି ଏମ ସିରିଜ଼ ସ୍ମାର୍ଟଫୋନ

ମୁମ୍ବାଇ..-  ଫେବୃଆରୀ ୨୨ ତାରିଖ ଶୁକ୍ରବାର ଦିନ କେବଳ ଜିଓ ଉପଭୋକ୍ତାଙ୍କ ପାଇଁ ସାମସଙ୍ଗ ଏମ୍‌ ସିରିଜ ସ୍ମାର୍ଟ ଫୋନ୍‌ ବିକ୍ରି କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଗାଲାକ୍ସି ଏମ୍ ୨୦ ଓ ୧୦ ସିରିଜ୍‌ର ସ୍ମାର୍ଟ ଫୋନ୍‌ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହା ଏବେ କେବଳ ଅନ୍‌ ଲାଇନ୍‌ରେ ଉପଲବ୍ଧ । ସାମସଙ୍ଗ ଓ ଜିଓର ସହ ଅନୁବନ୍ଧନରେ ଏହି ଫୋନ୍‌କୁ ଶୁକ୍ରବାରରେ କେବଳ ଜିଓ ଗ୍ରାହାକଙ୍କପାଇଁ ବିକ୍ରି କରାଯିବ । ଏଥିରେ ଜିଓର ଉପଭୋକ୍ତା ୩୧୧୦ ଟଙ୍କା ଫାଇଦା ପାଇ ପାରିବେ ।  ଜିଓର ଡବଲ ଡାଟା ଅଫର୍‌ ଜରିଆରେ ଏହି ଫାଇଦା ମିଳି ପାରିବ ।

ସାମସଙ୍ଗ.କମ୍‌ରେ ଏହି ସୁବିଧା ମିଳି ପାରିବ । ଜିଓର ଉପଭୋକ୍ତା ଜିଓ.କମ୍‌ ଓ ମାଇ ଜିଓ ଆପ୍‌ରେ ମଧ୍ୟ ଏହି ସୁବିଧା ପାଇ ପାରିବେ ।

- Advertisement -

ଗାଲାକ୍ସି ଏମ୍‌ ସିରିଜ୍‌ର ଏମ୍-୧୦ ଓ ଏମ୍‌୨୦ ଫୋନ୍‌ର ମୂଲ୍ୟ ୮୯୯୦ ଓ ୧୧୯୯୦ ଟଙ୍କା ରହିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories