www.samajalive.in
Saturday, December 13, 2025
26.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀ.. ବରମୁଣ୍ଡା ସମାବେଶରେ ବିଜେପି ସରକାର ଉପରେ ବର୍ଷିଲେ ରାହୁଲ.. କହିଲେ ସରକାର ଗରିବଙ୍କୁ ଲୁଟୁଛନ୍ତି.. ବିଜେପି ପୁରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି.. ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ଥିଲା,ଏବଂ ରହିବ.. କେହିବି ଏହି ଅଧିକାରକୁ ଛଡାଇ ନେଇପାରିବେନି.. ନିର୍ଯାତିତ ଲୋକଙ୍କ ପାଖରେ କଂଗ୍ରେସ ଠିଆ ହୋଇ ରହିବ..

ପଞ୍ଜି ସ୍କିମରେ ୫ କୋଟି ନିବେଶକଙ୍କୁ ୪୯ ହଜାର କୋଟି ଠକେଇ.. ପର୍ଲ୍ସ ଆଗ୍ରୋ ଟେକ୍ ନିର୍ଦେଶକ ଗୁରନାମ ସିଂହ ଗିରଫ..

- Advertisement -

‘ଝିଅ ରୋଜଗାରରେ ଚଳୁଛୁ, ତତେ ଲଜ୍ଜା ନାହିଁ’.. ଲୋକଙ୍କଠାରୁ ଏଭଳି ଟାହିଟାପରା ଶୁଣିବା ପରେ ଝିଅକୁ ଗୁଳିକରି ହତ୍ୟା କଲା ବାପା.. ନିଜ ଝିଅ ତଥା ଟେନିସ ତାରକା ରାଧିକା ଯାଦବ(୨୫)ଙ୍କୁ ରୋଷେଇ ଘରେ ଗୁଳି କରି ହତ୍ୟା କଲା ବାପା ଦୀପକ ଯାଦବ.. ଗୁରଗାଓଁର ସେକ୍ଟର ୫୭ରେ ଘଟିଛି ହତ୍ୟାକାଣ୍ଡ..

ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା.. କହିଲେ ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ କରି କଂଗ୍ରେସ ଏସବୁ କରୁଛି.. କାହା କଥାରେ ପଡି ପଥଭ୍ରଷ୍ଟ ନହେବା ପାଇଁ ଡ୍ରାଇଭରଙ୍କୁ ଅନୁରୋଧ କଲେ ମନ୍ତ୍ରୀ..

ଲୋକପ୍ରିୟ ହାସ୍ୟାଭିନେତା କପିଲ ଶର୍ମାଙ୍କ କାନାଡାସ୍ଥିତ କାଫେ ଉପରକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଗୁଳିମାଡ଼.. ଘଟଣା ପରେ କପିଲଙ୍କ ମୁମ୍ବଇସ୍ଥିତ ବାସଭବନ ବାହାରେ ପୁଲିସ ଛାଉଣି.. ଅଭିନେତାଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କଲା ମୁମ୍ବାଇ ପୁଲିସ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories