ଭୁବନେଶ୍ବର : ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଦେଶୀଙ୍କୁ ଚିହ୍ନଟ କରାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ାର ବ୍ଲାକ ଡାଇମଣ୍ଡ ଠାରେ ୧୮୩ ଜଣ ବ୍ୟକ୍ତି ଥିବା ବେଳେ ବ୍ରଜରାଜନଗର ସୁରଭି କ୍ଲବ ଠାରେ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଏକ ଟାସ୍କଫୋର୍ସ ଗଠନ କରାଯାଇ ଏହି ସନ୍ଦିଗ୍ଧ ମାନଙ୍କୁ ଠାବ କରାଯାଇଛି।
Popular Categories



