www.samajalive.in
Saturday, December 6, 2025
19.1 C
Bhubaneswar

ପାଟନା ବିମାନବନ୍ଦରକୁ ବୋମା ଧମକ

ପାଟନା: ପାଟନାର ଜୟ ପ୍ରକାଶ ନାରାୟଣ ବିମାନବନ୍ଦରକୁ ବୋମା ଧମକ ମିଳିଛି। ପାଟନା ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ସମେତ ସମଗ୍ର ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ବିମାନବନ୍ଦର ନିର୍ଦେଶକଙ୍କୁ ଇମେଲ୍‌ ଜରିଆରେ ଏହି ଧମକ ମିିଳିଛି। ଏହାପରେ ବିମାନବନ୍ଦରରେ ଭୟର ବାତାବରଣ ଦେଖା ଦେଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ଦଳ ବମ୍ ସ୍କ୍ବାଡ୍ ସହାୟତାରେ ଯାଞ୍ଚ କରିଥିଲେ। ବିମାନବନ୍ଦରର ପ୍ରତ୍ୟେକ କୋଣରେ ଖୋଜାଖୋଜି କରାଯାଇଥିଲା କିନ୍ତୁ କିଛି ମିଳିନଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ବିମାନବନ୍ଦର ଥାନାରେ ଏକ ମାମଲା ରୁଜୁ କରିଥିଲା। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସାଇବର ସେଲର ସହାୟତାରେ ତଦନ୍ତ ଚଳାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories