www.samajalive.in
Friday, December 5, 2025
27.1 C
Bhubaneswar

ରଥଯାତ୍ରା ଶ୍ରଦ୍ଧାଳୁଙ୍କ ସେବାରେ ଭାରତୀୟ ରେଳ

ଭୁବନେଶ୍ଵର:  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳୀ ପବିତ୍ର ଶ୍ରୀକ୍ଷେତ୍ର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ​‌େ​‌ହାଇସାରିଛି। ଶ୍ରୀଗୁଣ୍ଡିଚା ଯାତ୍ରା ହେଉଛି ସାରା ବିଶ୍ୱରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାର ଏକ ଯାତ୍ରା। ଏହି ତୀର୍ଥଯାତ୍ରୀମାନଙ୍କ ସେବାରେ ଭାରତୀୟ ରେଳ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନି‌େୟାଜିତ ରହିଛି। ଶ୍ରୀକ୍ଷେତ୍ର ପୁରୀରେ ସେମାନଙ୍କର ଦିବ୍ୟ ଅନୁଭୂତି ଲାଗି ସବୁପ୍ରକାର ସୁବିଧା ​ଯୋଗାଇ ​‌ଦେଉଛି ​ରେଳବାଇ । ଗତ ୧୧ ବର୍ଷ ମଧ୍ୟ​‌ରେ ଓଡ଼ିଶାର ରେଳ ଭିତ୍ତିଭୂମିରେ ଐତିହାସିକ ବିକାଶ ​ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ନୀତି ଅନ୍ତର୍ଗତ, ଓଡ଼ିଶାର ​‌ରେଳ ବ‌େ‌ଜଟ୍‌ ଆବଣ୍ଟନ ପରିମାଣ ୨୦୦୯-୧୪ ତୁଳନାରେ ୧୨ ଗୁଣ ବୃଦ୍ଧିପାଇ ୨୦୨୫-୨୬​‌ରେ ୧୦ ହଜାର ୫୦୦ ​କୋଟିରୁ ଅଧିକ ଟଙ୍କା‌େର ପହଞ୍ଚିଛି।
୨୦୧୪ ପରଠାରୁ ଓଡ଼ିଶା​‌େ​‌ର ୨, ୧୦୦ କି​‌େ​‌ଲାମିଟର ନୂଆ ​‌େ​‌ରଳ ଲାଇନ୍‌ ନିର୍ମାଣ ​‌େ​‌ହାଇଛି। ଏହା ମା​‌େ​‌ଲସିଆର ସମ୍ପୂର୍ଣ୍ଣ​ ‌େ​‌​‌ରଳ ​‌େ‌ନଟୱର୍କଠାରୁ ଅଧିକ ଲମ୍ବା। ଓଡ଼ିଶା​‌େ​‌ର ନୂଆ ​‌େ​‌ରଳ ଟ୍ରାକ୍‌ ନିର୍ମାଣ ପାଇଁ ପ୍ରାୟ ୭୩ ହଜାର ​‌େକାଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାମ ଜାରି ରହିଛି। ୫୯ଟି ଅମୃତ ଷ୍ଟେସନ ବିକଶିତ କରାଯାଉଛି। ଏଥିମଧ୍ୟରୁ ୧୬ଟି ଷ୍ଟେସନ ଆକାଂକ୍ଷୀ ଜିଲାଗୁଡ଼ିକରେ ରହିଛି। ୬ଟି ବ​‌େ​‌ନ୍ଦ ଭାରତ ​‌େ​‌ଟ୍ରନ୍‌ ରାଜ୍ୟର ୧୭ଟି ଜିଲାରେ ଯାତ୍ରୀ ସେବା ​‌େ​‌ଯାଗାଇ ​‌େ​‌ଦଉଛନ୍ତି। ରଥଯାତ୍ରା ସମୟରେ ଭାରତୀୟ ​‌େ​‌ରଳବାଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ ​‌େ‌ଯାଗଦାନ ​‌େ​‌ଦଇଥାଏ। ପ୍ର​‌େ​‌ତ୍ୟକ ବର୍ଷ ​‌େ​‌ରଳ ବିଭାଗ ଲକ୍ଷଲକ୍ଷ ରଥଯାତ୍ରା ତୀର୍ଥଯାତ୍ରୀଙ୍କୁ ​‌େ​‌ସବା ​‌େ​‌ଯାଗାଇଦିଏ।
ତୀର୍ଥଯାତ୍ରୀଙ୍କ ପାଇଁ ସୁଗମ ଯାତ୍ରା ସୁବିଧା: ଗତ ୧୧ ବର୍ଷ ମଧ୍ୟରେ ରଥଯାତ୍ରା ସ୍ୱତନ୍ତ୍ର ​‌େ​‌ଟ୍ରନ ସଂଖ୍ୟା ଚାରିଗୁଣ ବୃଦ୍ଧିପାଇଛି। ଚଳିତ ବର୍ଷରୁ ପୁରୀକୁ ୮୫୦ଟି ନିୟମିତ ଏବଂ ୩୬୫ଟି ସ୍ୱତନ୍ତ୍ର ‌େଟ୍ରନ୍‌ ​‌େସବା ସ‌େ‌ମତ ​‌େ​‌ମାଟ ୧୨୧୫ଟି ​‌େ​‌ଟ୍ରନ୍‌​‌େ​‌ସବା ​‌େ​‌ଯାଗାଇ ଦିଆଯାଉଛି। ଏହି ​‌େ​‌ରଳ ​‌େ​‌ସବା ଆକାଂକ୍ଷୀ ଜିଲା କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ​‌େ‌କାରାପୁଟ, ରାୟଗଡ଼ା, ଗଜପତି ଓ ଢ଼େଙ୍କାନାଳ ସ​‌େ​‌ମତ ରାଜ୍ୟର ବିଭିନ୍ନ ଉପାନ୍ତ ଆଦିବାସୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ ​‌େ​‌ଯାଗାଇ ଦିଆଯିବ।
ଦିବ୍ୟ ଅନୁଭୂତି ପାଇଁ ଏକ ଆରାମଦାୟକ ଯାତ୍ରା: ​‘‌େସବା ପର‌େମା ଧର୍ମ’ ଭାବନା ​‌େ​‌ନଇ ରଥଯାତ୍ରା ସମୟ​‌େ​‌ର ଭାରତୀୟ ​‌େରଳବାଇ ତୀର୍ଥଯାତ୍ରୀଙ୍କର ସମ୍ମାନ, ଆରାମ ଏବଂ ସୁରକ୍ଷା ସୁନିଶ୍ଚିିତ କରିଥାଏ। ଚଳିତ ବର୍ଷ ସମା​‌େ​‌ବଶୀ ତୀର୍ଥଯାତ୍ରା ଲାଗି ସବୁଠୁ ବଡ଼ ଅଭିଯାନ ଆରମ୍ଭ କରାଯାଇଛି। ଦୈନିକ ୨ ଲକ୍ଷ ଯାତ୍ରୀଙ୍କ ସ‌େ‌ମତ ପ୍ରାୟ ୨୦ ଲକ୍ଷ ତୀର୍ଥଯାତ୍ରୀଙ୍କୁ ​‌େ​‌ସବା ​‌େ​‌ଯାଗାଇ ​‌େ​‌ଦବାକୁ ​‌େ​‌ରଳବାଇ ପ୍ରସ୍ତୁତ। ଏକା ଥର​‌େ​‌କ ୨୫ ହଜାର ତୀର୍ଥଯାତ୍ରୀଙ୍କୁ ଆଶ୍ରୟ ​‌େ​‌ଦବା ଲାଗି ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରାଯାଇଛି। ଖରା ଓ ଗରମରୁ ରକ୍ଷା ପାଇଁ ତୀର୍ଥଯାତ୍ରୀଙ୍କ ନିମ​‌େ​‌ନ୍ତ ଯଥେଷ୍ଟ ବନ୍ଦୋବସ୍ତ କରାଯାଇଛି।
ଯଥେଷ୍ଟ ସଂଖ୍ୟା‌େର ଖାଦ୍ୟ ଷ୍ଟଲ୍‌, ପାଣିବୁଥ୍‌ ଓ କୁଲର ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କୁ ପ୍ରାୟ ୨.୫ ଲକ୍ଷ ମାଗଣା​ ‌େଭାଜନ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। ପରିମଳ ଓ ସ୍ୱଚ୍ଛତା ପାଇଁ ଆଧୁନକି ​‌େ​‌ଜଟ୍‌ ସଫେଇ ​‌େ​‌ମସିନ ଏବଂ ​‌େ​‌ସ୍ୱ​‌େ​‌ରଜ୍ ସକ୍ସନ୍‌ ଟ୍ରକ୍‌ ସ​‌େ​‌ମତ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିିତ କରିବା ପାଇଁ ଯଥେଷ୍ଟ ସଂଖ୍ୟା‌େର ସୁରକ୍ଷା କର୍ମୀଙ୍କୁ ନି​‌େ​‌ୟାଜିତ କରାଯାଇଛି। ସିସିଟିଭି, ଡ୍ରୋନ୍‌ ଏବଂ ମୁଖମଣ୍ଡଳ ଚିହ୍ନଟ ବ୍ୟବସ୍ଥା ବା ଫେସ୍‌ ​‌େ​‌ରକଗ୍ନିସନ୍‌ ସିଷ୍ଟମ୍‌ ​‌େ​‌ସମାନଙ୍କୁ ସହାୟକ ​‌େ​‌ହବ। ଦିବ୍ୟାଙ୍ଗଜନ, ବୟସ୍କ, ମହିଳା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ତୀର୍ଥଯାତ୍ରୀଙ୍କ ସୁବିଧା ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ​ ‌େନଇ ​‌େ​‌ମଡ଼ିକାଲ ବୁଥ୍‌, ଆମ୍ବୁଲାନ୍ସ ଓ ପ୍ରାଥମିକ ଚିକିତ୍ସା ​‌େ​‌କନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଚଳିତ ବର୍ଷ, ଭାରତୀୟ ​‌େ​‌ରଳବାଇ ପୁରୀ ​‌େ​‌ରଳ ଷ୍ଟେସନକୁ ଏକ ସମା​‌େ​‌ବଶୀ ତଥା ଆସ୍ଥା ​‌େ​‌କନ୍ଦ୍ରିତ ଜନ ​‌େ​‌ସବାର ଆଦର୍ଶ ଷ୍ଟେସନ ରୂ​‌େ​‌ପ ବିକଶିତ କରିଛି।
ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ପାଇଁ ସ୍ୱତନ୍ତ୍ର ​‌େ​‌ରଳ ଜ୍ୟାକ୍‌: ରଥଯାତ୍ରା​‌େ​‌ର ଇଞ୍ଜିନିୟର ଏବଂ ​‌େ​‌ଟକ୍ନିସିଆନଙ୍କ ସ​‌େ​‌ମତ ଭାରତୀୟ ​‌େ​‌ରଳର ଏକ ବି‌େ​‌ଶଷ ଦଳ ମଧ୍ୟ ନି​‌େ​‌ୟାଜିତ ​‌େ​‌ହାଇଥା’ନ୍ତି। ଏହି ଦଳ ଯାତ୍ରା ସମୟ‌େ‌ର ରଥଗୁଡ଼ିକର ସୁଗମ ଗତି ଏବଂ ମରାମତି କାର୍ଯ୍ୟ ସୁନିଶ୍ଚିିତ କରିବା ପାଇଁ ଉତ୍ତରଦାୟୀ ରହିଥାଏ। ଏହି ଦଳ ବିଶାଳ ରଥଗୁଡ଼ିକୁ ନିର୍ମାଣ ସ୍ଥଳରୁ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପରିବହନ​‌େ​‌ର ସହାୟତା କ‌େ‌ର। ନିର୍ଦ୍ଧାରିତ ମାର୍ଗ​‌େ​‌ର ରଥଗୁଡ଼ିକୁ ଯଥା ସ୍ଥାନ​‌େ​‌ର ରଖିବା, ​‌େ​‌ସଗୁଡ଼କିର ଅବସ୍ଥିତି ପ୍ରତି ଧ୍ୟାନ ​‌େ​‌ଦବା ଏବଂ ଆଗକୁ ଗଡ଼ାଇବା​‌େ​‌ର ​‌େ‌ରଳବାଇ ଦଳ ସ୍ୱତନ୍ତ୍ର ସ୍କ୍ରୁ ଜ୍ୟାକ୍‌ ବ୍ୟବହାର କରିଥାଏ। ଏହା ମାର୍ଗରେ ଆସୁଥିବା ବାଧାଗୁଡ଼ିକୁ ହ​‌େ​‌ଟଇବା ଏବଂ ରଥଗୁଡ଼ିକ ମଧ୍ୟରେ ଯଥେଷ୍ଟ ଦୂରତା ବଜାୟ ରଖିବା​‌େ​‌ର ମଧ୍ୟ ସହାୟତା କରିଥାଏ।
ରଥଯାତ୍ରା ସରିବା ପର୍ଯ୍ୟନ୍ତ ଏହି ଦଳ ରଥଗୁଡ଼ିକ ପାଖରେ ରହିଥାଏ। ଭାରତୀୟ ​‌େ​‌ରଳବାଇ ​‌େ​‌ଦଶର ଜୀବନ​‌େ​‌ରଖା ରୂ​‌େ​‌ପ ​‌େ‌ଲାକମୁଖରେ ମାନ୍ୟତା ଲାଭ କରିଛି। ରଥଯାତ୍ରାକୁ ନିଜର ଜୀବନ‌େରଖା ରୂପେ ବିଚାର କରୁଥିବା ତୀର୍ଥଯାତ୍ରୀଙ୍କ ସ​‌େ​‌ମତ ସବୁ ଭାରତୀୟଙ୍କ ​‌େ​‌ସବା​‌େ​‌ର ​‌େରଳବାଇ ପୂର୍ଣ୍ଣ ସମର୍ପିତ ରହିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories