ଭୁବନେଶ୍ୱର : ଆଶ୍ୱସ୍ତି ପରେ ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଲା ସୁନା ଦର । ଜୁନ୍ ୧୧ ଅର୍ଥାତ୍ ବୁଧବାର ବୃଦ୍ଧି ପାଇଛି ସୁନା ଦର ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୮,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୭,୫୮୦ ଟଙ୍କା ଥିଲା । ଏଥିରେ ୮୨୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୦,୨୦୦ ଟଙ୍କା ରହିଛି । ଗତକାଲି ୮୯,୪୫୦ ଟଙ୍କା ଥିଲା । ଏଥିରେ ୭୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୮୦୦ ଟଙ୍କା ରହିଛି । ଗତାକଲି ଏହା ୭୩,୧୯୦ ଟଙ୍କା ଥିଲା । ଏଥିରେ ୬୧୦ ଟଙ୍କା ବୃଦ୍ଧି ପାଇଛି ।
ସେହିପରି ରୁପା ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୯୦୦ ଟଙ୍କା ରହିଛି । ଗତକାଲି ମଧ୍ୟ ୧୧,୯୦୦ ଥିଲା ।
୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..



