www.samajalive.in
Saturday, December 6, 2025
19.1 C
Bhubaneswar

ମୋହାଲି ଷ୍ଟାଡିୟମରୁ ହଟିଲା ସମସ୍ତ ପାକିସ୍ତାନ କ୍ରିକେଟିୟରଙ୍କ ଫଟୋ

ମୋହାଲି..- ମୋହାଲି ଷ୍ଟାଡିୟମରେ ଲାଗିଥିବା ସମସ୍ତ ପାକିସ୍ତାନ କ୍ରିକେଟିୟରଙ୍କ ଫଟୋକୁ କାଢି ଦିଆଯାଇଛି ।  ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ପରେ  ପଞ୍ଜାବ କ୍ରିକେଟ ଆସୋସିଏସନ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ମୋହାଲିରେ ଇମରାନ୍‌ ଖାନ୍‌ଙ୍କ ସମେତ ୧୫ ଜଣ ପାକିସ୍ତାନ କ୍ରିକେଟିୟରଙ୍କ ଫଟୋ ପ୍ରଦର୍ଶନ କରାଯାଇଥିଲା । ମାତ୍ର ସମସ୍ତ ଫଟୋକୁ ହଟାଯାଇଥିବା ପଞ୍ଜାବ କ୍ରିକେଟ ଆସୋସିଏସନ୍‌ର କୋଷାଧ୍ୟକ୍ଷ ଅଜୟ ତ୍ୟାଗୀ ସୂଚନା ଦେଇଛନ୍ତି ।

ପୂର୍ବରୁ ମୁମ୍ବାଇରେ ଥିବା କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆରୁ ସମସ୍ତ ପାକିସ୍ତାନୀ ଖେଳାଳୀଙ୍କ ଫଟୋକୁ କାଢି ନିଆଯାଇଥିଲା ।  କେତକ ଫଟୋକୁ କନା ଦେଇ ସିସିଆଇର କର୍ତ୍ତୃପକ୍ଷ ଢାଙ୍କି ଦେଇଥିଲେ ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories