www.samajalive.in
Friday, December 12, 2025
14.1 C
Bhubaneswar

ଜଙ୍ଗଲରୁ ୨.୫ ଟନ ବିସ୍ଫୋରକ ଜବତ

ସମାଜ ଡିଜିଟାଲ ଡେସ୍କ: ସୀମାନ୍ତ ଝାଡ଼ଖଣ୍ଡର ତିରିଲିପୋଷ ଜଙ୍ଗଲରୁ ସୁରକ୍ଷା ବାହିନୀ ୨.୫ ଟନ ବିସ୍ଫୋରକ ଜବତ କରିଛନ୍ତି। ମାଓବାଦୀମା​‌ନେ ଏହି ବିସ୍ଫୋରକକୁ ମାଟି ତଳେ ପୋତି ଲୁଚାଇ ରଖିଥିଲେ। ଝାଡ଼ଖଣ୍ଡର ଜରେଇକେଲା ଥାନା ଅନ୍ତର୍ଗତ ତିରିଲିପୋଷ ଜଙ୍ଗଲରେ କୋବ୍ରା ବାଟାଲିଅନ, ସିଆରପିଏଫ ଏବଂ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ସମୟରେ ଏହି ବିସ୍ଫୋରକକୁ ଠାବ କରାଯାଇଥିଲା।

ନିକଟରେ ସୁନ୍ଦରଗଡ଼ ଜିଲା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀମାନେ ପ୍ରାୟ ୫ଟନ ବିସ୍ଫୋରକ ଲୁଟି ନେଇଥିଲେ। ଏହାପରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଜାରି ରହିଛି। ଦୁଇଦିନ ତଳେ ସୁରକ୍ଷା ବାହିନୀ ଏହି ଜଙ୍ଗଲରୁ ୩ଟନ ବିସ୍ଫୋରକ ଜବତ କରିଥିଲେ। ତେବେ ଏସବୁ ବିସ୍ଫୋରକ ମାଓବାଦୀମାନେ ଲୁଟ୍‌ କରିଥିବା ବିସ୍ଫୋରକ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories