www.samajalive.in
Sunday, December 14, 2025
19.1 C
Bhubaneswar

ପରିବାର ଲୋକେ ଥାନାରେ ଏତଲା ପରେ ଅପହୃତ ଉଦ୍ଧାର, ୭ ଗିରଫ

ଭୁବନେଶ୍ୱର: ଅପହରଣର ୨ଦିନ ପରେ ଅପହୃତକୁ ଉଦ୍ଧାର କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ଅପହରଣ କରାଯାଇଥିବା ଅଭିଯୋଗରେ ପୁଲିସ ୭ଜଣଙ୍କୁ ଗିରଫ ଗିରଫ କରିଛି।

ଅପହୃତ ବ୍ୟକ୍ତିଙ୍କୁ ପୁଲିସ କେନ୍ଦ୍ରାପଡ଼ା ଟାଉନଥାନା ଅଞ୍ଚଳ ଏକ ବସ୍ତିରୁ ଉଦ୍ଧାର କରିଛି। ଟ୍ରେଡିଂ କାରବାରକୁ ନେଇ କଟକ ବୈୟାଳିଶ ମୌଜାରୁ ସେ ଅପହୃତ ହୋଇଥିଲେ। କଟକ ବୈୟାଳିଶ ମୌଜାରୁ ଅପହରଣ କରି ନେବା ପରେ ତାଙ୍କୁ କେନ୍ଦ୍ରାପଡ଼ା ଟାଉନଥାନା ଅଞ୍ଚଳର ଏକ ବସ୍ତିରେ ରଖିଲେ। ପରିବାର ଲୋକେ ଥାନାରେ ଏତଲା କରିବା ପରେ ପୁଲିସ ସେଠାରେ ଚଢ଼ାଉ କରି ତାଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories