www.samajalive.in
Saturday, December 13, 2025
26.1 C
Bhubaneswar

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ : ଏହି ରାଶିଙ୍କୁ କରିବେ ମାଲାମାଲ୍‌, ବଢିବ ଦରମା, ମିଳିବ ଗୋଟିଏ ପରେ ଗୋଟିଏ ସଫଳତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ । ଶନି ବ୍ୟକ୍ତିଙ୍କୁ କର୍ମ ଅନୁଯାୟୀ ଫଳ ପ୍ରଦାନ କରିଥାନ୍ତି । ପ୍ରାୟ ଗୋଟିଏ ରାଶିରେ ଶନି ଅଢେଇ ବର୍ଷ ରହିଥାନ୍ତି । ୧୨ ରାଶି ଚକ୍ର ପୂରଣ କରିବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଥାଏ । ଏହା ମଧ୍ୟରେ ଶନି ସିଧା ଓ ଓଲଟା ଚଳନ ମଧ୍ୟ କରି ଥାନ୍ତି । ଜୁଲାଇ ୧୩ ତାରିଖରେ ଶନି ମୀନ ରାଶିରେ ସିଧା ଚଳନ କରିବେ । ଏହି ଚଳନର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ରହିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ । ଜାଣନ୍ତୁ..

ବୃଷ- ଅନେକ ଶୁଭଫଳ ମିଳିବ । ଦରମା ବଢିବ । ଖର୍ଚ୍ଚ ତୁଳନାରେ ଆୟରେ ବୃଦ୍ଧି ହେବ । ପରିବାର ସଦସ୍ୟଙ୍କ ସହ ସୁଖମୟ ବାତାବରଣ ରହିବ । ସୁଖ-ସମୃଦ୍ଧି ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ ।

- Advertisement -

କର୍କଟ- ଶନିଙ୍କ କୃପା ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଭାଗ୍ୟର ସାଥ୍‌ ମିଳିବ । ବ୍ୟବସାୟରେ ବୃଦ୍ଧି ସହ ବଡ ଲାଭ ମିଳିବ ।

ମକର- ଏହି ରାଶିଙ୍କୁ ଅନେକ ସଫଳତା ସହ ଶୁଭଫଳ ମିଳିବ । ଅଟକି ଥିବା ସମସ୍ତ କାମ ପୂରଣ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ । ସାହସ ଓ ପରାକ୍ରମ ବୃଦ୍ଧି ହେବ । ଚାକିରିରେ ପଦନ୍ନୋତି ସହ ହଠାତ୍‌ ଦରମା ବୃଦ୍ଧି ହେବ ।

ଦେଖନ୍ତୁ ଭିଡିଓ ; କେମିତି ବାଘ ପାଟିରୁ ବଞ୍ଚିଲା କୁକୁର ଜୀବନ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories