ପାଟଣା : ପାଟଣା ବ୍ଲକ ତୁରୁମୁଙ୍ଗା ବଜାରରେ ଥିବା ଏକ ହାର୍ଡଓ୍ବେୟାର ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୁତ୍ତ ମାନେ ଦୋକାନ ଘରର କାନ୍ଥକୁ କଣା କରି ଦୋକାନ ଭିତରୁ ୧୫ ହଜାର ଟଙ୍କା ସହ ଏକ ମୋବାଇଲ ଫୋନ ଲୁଟ କରିଛନ୍ତି। ଏନେଇ ତୁରୁମୁଙ୍ଗା ଥାନାରେ ଦୋକାନ ମାଲିକ ହିମାଂଶୁ ଶେଖର ପାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ସନ୍ଦେହରେ ଦୁଇ ଜଣ ନାବାଳକଙ୍କୁ ଅଟକ ରଖି ତଦନ୍ତକୁ ଆଗକୁ ବଢ଼ାଉଛି।
Popular Categories



