www.samajalive.in
Saturday, December 13, 2025
26.1 C
Bhubaneswar

ତାମିଲନାଡୁ ଫେରନ୍ତା ଯୁବକ ବରମୁଣ୍ଡାରୁ ନିଖୋଜ

ପାଟଣା : ତାମିଲନାଡୁର ଚେନ୍ନାଇରୁ ଗ୍ରାମକୁ ଫେରୁଥିବା ପାଟଣା ବ୍ଲକ ମିରିଗିଖୋଜି ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ମହାନ୍ତଙ୍କ ପୁଅ ଟୁନା ମହାନ୍ତ(୪୫) ୫ ଦିନ ହେଲା ବରମୁଣ୍ଡାରୁ ନିଖୋଜ ଅଛନ୍ତି।ଟୁନା ମହାନ୍ତ ନିଜର କିଛି ସାଙ୍ଗଙ୍କ ସହ ଚେନ୍ନାଇ ଯାଇ ସେଠାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଗତ ୧୧ ତାରିଖ ଟୁନା ଚେନ୍ନାଇରୁ ଆସି ବରମୁଣ୍ଡାରେ ପହଞ୍ଚି ଥିଲେ। ସେଠାରୁ ପାଟଣା ଫେରି ନାହାନ୍ତି ଓ ସେହିଦିନ ସନ୍ଧ୍ୟା ୭ଟା ପରଠାରୁ ତାଙ୍କ ମୋବାଇଲ ଆଉ ଲାଗୁନାହିଁ। ଏନେଇ ତାଙ୍କ ପରିବାର ପକ୍ଷରୁ ପାଟଣା ପୁଲିସକୁ ସୂଚନା ଦେଇ ଉଦ୍ଧାର ପାଇଁ ନିବେଦନ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories