www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ରାୟଗଡା: ଘରେ ପଶି ଦମ୍ପତ୍ତିଙ୍କୁ ହାଣି ଲୁଟି ନେଲେ ସୁନା, ରୁପା..

ଆଜି ଆଣ୍ଡାମାନ ଛୁଇଁବ ମୌସୁମୀ..

- Advertisement -

୮ ସ୍ଥାନକୁ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ, କମ୍ପାନୀ ପକ୍ଷରୁ ମାର୍ଗଦର୍ଶିକା ଜାରି, ମେ ୧୩ରେ ଜାମ୍ମୁ, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡୀଗଡ଼ ଏବଂ ରାଜକୋଟକୁ ବିମାନ ସେବା ବାତିଲ ହୋଇଥିବା ସୂଚନା..

କର୍ଣ୍ଣାଟକ: ନିଖୋଜ ପଦ୍ମଶ୍ରୀ ଡ. ସୁବନ୍ନା ଆୟାପ୍ପନଙ୍କ ମୃତଦେହ ଉଦ୍ଧାର..

ରାଜଧାନୀରେ ‘ଆମ ବସ୍‍’ସେବା ଠପ୍‍
ଆମ ବସ୍‍ ଡିପୋରେ ବସ ରଖି ଆନ୍ଦୋଳନରେ ବସିଲେ ଡ୍ରାଇଭର ଓ କଣ୍ଡକ୍ଟର
ଆମ ବସର କଣ୍ଡକ୍ଟରକୁ ମାଡ ମାରିବା ଅଭିଯୋଗରେ ଆନ୍ଦୋଳନ..

୩ ପାକିସ୍ତାନୀ ଆତଙ୍କୀଙ୍କ ଫୋଟ ଜାରି କଲା ସୁରକ୍ଷା ଏଜେନ୍ସି
ସୋଫିଆନର ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର
ପହଲଗାଓଁ ଆକ୍ରମଣରେ ସଂପୃକ୍ତ ଆତଙ୍କୀଙ୍କ ଫୋଟ ଜାରି..

ଶ୍ରୀନଗରରେ ଗୁଳିବିନିମୟ, ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ, ହରଓ୍ବାନ ଅଞ୍ଚଳରେ ମଙ୍ଗଳବାର ସକାଳେ ଘଟିଛି ଏହି ଗୁଳିବିନିମୟ..

ଭଞ୍ଜନଗର: ପିକ୍‌ଅପ୍ ଭ୍ୟାନ୍ ଓଲଟି ଦୁଇ ମୃତ, ୧୦ ଆହତ..

୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..

ରାଜଧାନୀ ଭୁବନେଶ୍ଵରରେ ଅସହ୍ୟ ଗୁଳୁଗୁଳି, ସାଢେ ୮ ଟା ସୁଦ୍ଧା ୩୨.୭ ଡିଗ୍ରୀ ଟପିଲା ତାପମାତ୍ରା..

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳାଫଳ
ଦ୍ୱାଦଶରେ ପାସହାର ୮୮.୩୯ପ୍ରତିଶତ..

ଚଳିତ ବର୍ଷ ଛାତ୍ରୀ ପାସହାର ୯୧.୬୪ପ୍ରତିଶତ
ଛାତ୍ରଙ୍କ ପାସହାର ୮୫.୭୦ପ୍ରତିଶତ
ସିବିଏସଇ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ ଛାତ୍ରଛାତ୍ରୀ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories