www.samajalive.in
Saturday, December 13, 2025
14.1 C
Bhubaneswar

କାଳବୈଶାଖୀରେ ଭାଙ୍ଗିଲା ନାଟକ ମଞ୍ଚ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ମାଲଗୁଣ୍ଡିଠାରେ ଅଷ୍ଟପ୍ରହର ନାମଯଜ୍ଞ ଉପଲକ୍ଷେ ଦଳପଡ଼ା ଏବଂ ବଡଭୂଇଁ ଗ୍ରାମରେ ନାଟକ ଚାଲିଥିବା ବେଳେ ସୋମବାର ଅପରାହ୍ନ ୪ଟା ବେଳେ ଘଡ଼ଘଡ଼ି ବିଜୁଳି ସହିତ ପବନ ହୋଇ ନାଟକ ମଞ୍ଚ ଭାଙ୍ଗି ଯାଇଥିଲା। ଫଳରେ ଦର୍ଶକମାନେ ବହୁ ହଇରାଣ ହୋଇଥିଲେ। ଅନ୍ୟପକ୍ଷେରେ କାଳବୈଶାଖୀର ତାଣ୍ଡବରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ସେହିପରି ରାଇଖୋଲ ରାସ୍ତା ଉପରେ, ସିଦୀଙ୍ଗି ଅଙ୍ଗନୱାଡ଼ିଠାରେ ଏବଂ ବଲସକୁମ୍ପା ସ୍କୁଲ ଛାତ ଉପରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories