www.samajalive.in
Saturday, December 13, 2025
26.1 C
Bhubaneswar

୧୫ ଏକର ଧାନ ଚାଷ ନଷ୍ଟ କଲେ ହାତୀପଲ

ପାଟଣା : ପାଟଣା ବନାଞ୍ଚଳକୁ ଫେରିଥିବା ୨୪ ଟିକିଆ ହାତୀପଲ ଏରେଣ୍ଡେଇ ନିକଟରେ ୨ ଦିନ ହେଲା ଡେରା ପକାଇଥିବା ବେଳେ ଏହି ହାତୀପଲ ଦିନବେଳା ଖରାରେ ବୈତରଣୀରେ ଜଳକ୍ରୀଡ଼ାର ମଜା ଉଠାଉଥିବାବେଳେ ରାତିହେଲେ ଚାଷ ଜମିରେ ପଶି ଧାନ ଫସଲ ଖାଇ ଯିବା ସହ ମାଡି ମକଚି ନଷ୍ଟ କରୁଛନ୍ତି। ଏହି ହାତୀପଲ ୩ ଦିନ ମଧ୍ୟରେ ଏରେଣ୍ଡେଇ, ବେଗୁନା ଖମଣ ଓ କୋଠାଘର ଆଦି ଗ୍ରାମର ଚାଷ ଜମିରେ ପଶି ଖରାଟିଆ ଧାନ ଫସଲ ଖାଇଯିବା ସହ ନଷ୍ଟ କରିଛନ୍ତି। ହାତୀପଲଙ୍କ ଉପରେ ନଜର ରଖା ଯାଇଥିବା ବନରକ୍ଷୀ ଦେବଜାନୀ ମହାନ୍ତଙ୍କଠାରୁ ପ୍ରକାଶ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories