www.samajalive.in
Thursday, December 11, 2025
13.1 C
Bhubaneswar

ଦେଖନ୍ତୁ ଭିଡିଓ; କୁଲ୍‌ଫି ଖାଇବା ବେଳେ ବାହାରିଲା ବ୍ଲେଡ୍‌,ଆଉ ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ଆଶ୍ଚର୍ଯ୍ୟଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଥିବା ଏକ ଭିଡିଓ ଲୋକଙ୍କ ହୋସ୍‌ ଉଡାଇବା ସହ ଭୟଭୀତ ମଧ୍ୟ କରୁଛି । ଭିଡିଓଟି ଉତ୍ତରପ୍ରଦେଶର ଗୋରଖପୁରର ବୋଲି ଦାବି କରାଯାଉଛି । ଏଠାରେ କିଛି ଲୋକେ ଗରମରୁ ଆଶ୍ୱସ୍ତି ପାଇଁ କୁଲ୍‌ଫି, ଫାଲୁଦା ଖାଉବାକୁ ଏକ ଦୋକାନରେ ପହଞ୍ଚିଥିଲେ । କିଛି ସାଙ୍ଗ ଏକାଠି ହୋଇ କୁଲଫି ଖାଉଛନ୍ତି ।

- Advertisement -

ଏହି ସମୟରେ ଏଭଳି କିଛି ଘଟିଥିଲା, ଯାହା ଦେଖି ଭୟଭୀତ ହୋଇଯିବା ସାଧାରଣ କଥା । ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି କୁଲ୍‌ଫି ଖାଉଥିବା ସମୟରେ ତାଙ୍କ କୁଲ୍‌ଫିରେ ବ୍ଲେଡ୍‌ ବାହାରିଛି । ବ୍ଲେଡ୍‌ ଧାର କାରଣରୁ ତାଙ୍କ ଜିଭ ମଧ୍ୟ କଟି ଯାଇଥିବା ଜଣାପଡିଛି । କୁଲ୍‌ଫିରେ ଭିତରେ ବ୍ଲେଡ୍‌ ମଧ୍ୟ ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

ମେ’ରେ ଶକ୍ତିଶାଳୀ ଗ୍ରହଙ୍କ ମହାଚଳନ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

ସାମାନ୍ୟ ଆଶ୍ୱସ୍ତି ; କମିଲା ସୁନା ଦାମ୍‌

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories