www.samajalive.in
Saturday, December 13, 2025
26.1 C
Bhubaneswar

ବ୍ରେକିଙ୍ଗ ନ୍ୟୁଜ

୧. ଆସନ୍ତାକାଲି କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
– ୬୫୦ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ମେଡ଼ିକାଲ୍ କଲେଜର କରିବେ ଉଦଘାଟନ
୨. ଭାରତରେ ଉପଗ୍ରହଭିତ୍ତିକ ଇଣ୍ଟରନେଟ ବ୍ୟବସାୟ ପାଇଁ ଏଲନ ମସ୍କଙ୍କ ଷ୍ଟାରଲିଙ୍କ କମ୍ପାନୀକୁ ମିଳିଲା ଭାରତ ସରକାରଙ୍କ ଅନୁମତି
୩. ୨୦୨୬ ଏପ୍ରିଲ୍‌ ପ୍ରଥମାର୍ଦ୍ଧରେ ହେବ ବାଂଲାଦେଶ ସାଧାରଣ ନିର୍ବାଚନ
– ଘୋଷଣା କଲେ ଅନ୍ତରୀଣ ମୁଖ୍ୟ ମହମ୍ମଦ ୟୁନୁସ୍‌
୪. ଚଳିତ ଥର ଅମରନାଥ ଯାତ୍ରା ୫୨ ଦିନ ପରିବର୍ତ୍ତେ ହେବ ୩୮ ଦିନ
– ଜୁଲାଇ ୩ରୁ ଅଗଷ୍ଟ ୯ ଯାଏଁ ଚାଲିବ ଯାତ୍ରା
– ସୁରକ୍ଷା ଦାୟିତ୍ୱରେ ରହିବେ ୫୮୧ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ
୫. ରାଜ୍ୟରେ ନୂଆ ୭ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ
– ଆସିପାରେ ସ୍ୱତନ୍ତ୍ର ମାର୍ଗଦର୍ଶିକା
୬. ଭାରତ-ଇଂଲଣ୍ଡ ସିରିଜ୍‌ ନାଁ ପରିବର୍ତ୍ତନ
– ଥିଲା ପଟୌଦି ଟ୍ରଫି ହେଲା ସଚିନ୍‌-ଆଣ୍ଡରସନ୍‌ ଟ୍ରଫି
୭. ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ପେଟ୍ରୋଲ ଟ୍ୟାଙ୍କର ସହ ବୁଲେଟ ଧକ୍କା
– ମାମୁଁ ଓ ୨ ଭାଣିଜୀ ମୃତ
୮. ଅଗଷ୍ଟ ୩ରେ ହେବ ନିଟ୍ ପିଜି ପରୀକ୍ଷା
– ପୂର୍ବରୁ ଜୁନ୍‌ ୧୫ରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା
୯. ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍‌ଘାଟିତ
– ଚେନାବ ରେଲଓ୍ବେ ସେତୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
୧୦. ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବି ମାକେଟିଂ ମୁଖ୍ୟ ଗିରଫ
– ବେଙ୍ଗାଲୁରୁ ବିମାନବନ୍ଦରରୁ ଗିରଫ କଲା ପୁଲିସ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories