ଭଦ୍ରକ : ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଭଦ୍ରକ ଜିଲା କୋ-ଅପରେଟିଭ ବ୍ୟାଙ୍କ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜରଙ୍କ ଘରେ ରେଡ କରାଯାଇଛି। ବ୍ୟାଙ୍କର ମ୍ୟାନେଜରଙ୍କ ନାମ ହେଉଛି ଅଜିତ କୁମାର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି। ତାଙ୍କର ନଳାଙ୍ଗ, ଭଦ୍ରକ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। ଚଢାଉ ବେଳେ ମ୍ୟାନେଜରଙ୍କ ଘରୁ ନଗଦ ୨ଲକ୍ଷ ଟଙ୍କା ଜବତ କରାଯାଇଛି।
Popular Categories



