www.samajalive.in
Saturday, December 13, 2025
26.1 C
Bhubaneswar

ଗାଁ ମଝିରେ ହାଣିଲେ ଦୁର୍ବୃତ୍ତ: ବାପା ମୃତ, ପୁଅ ଗୁରୁତର

ଖୋର୍ଦ୍ଧା: ଗାଁ ମଝିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ବୋଲଗଡ଼ ଥାନା ଝାନ୍‌ସିପାଟଣା ଗାଁରେ ହତ୍ୟାକାଣ୍ଡ ଘଟିଛି । ଭୁଜାଲି ମାଡ଼ରେ ବାପାଙ୍କ ମୃତ୍ୟୁ ହେବା ସହ ପୁଅ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଉଭୟ ରାସ୍ତାରେ ଯାଉଥିବା ସମୟରେ ଅଚାନକ ବାଇକ୍‌ରେ ଆସି ଭୁଜାଲିରେ ଆକ୍ରମଣ କରି ୩ ଦୁର୍ବୃତ୍ତ ଚମ୍ପଟ୍‌ ମାରିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ସୁପାରି କିଲିଂ ସନ୍ଦେହରେ ପୁଲିସ ଛାନଭିନ୍ କରୁଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories