www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିଦ୍ୟୁତ୍‌ ତାର ଉପରେ ଘାସ ଖାଉଛି ଛେଳି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ସହଜରେ ବିଶ୍ୱାସ କରି ହୋଇନଥାଏ । କିଛି ଭିଡିଓ ଅନେକ ସମୟରେ ଲୋକଙ୍କୁ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଛେଳିର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଛେଳିଟି ବିଦ୍ୟୁତ୍‌ ତାର ଉପରେ ଚଢି ଘାସ ଖାଉଛି । ଯାହାକୁ ସହଜରେ ଲୋକେ ବିଶ୍ୱାସ କରି ପାରୁନାହାଁନ୍ତି । କଥାଟା ଶୁଣିବାକୁ ହିଁ ଅଜବ ଲାଗୁଛି ।


ଭିଡିଓରେ ଦେଖିପାରିବେ, ବିଦ୍ୟୁତ୍‌ ଖୁଣ୍ଟରୁ ଖୁଣ୍ଟକୁ ଟଣା ହୋଇଥିବା ତାର ଉପରେ ଛେଳି ଘାସ ଖାଉଛି । ତଳେ ରାସ୍ତାରେ ଲୋକେ ଯାତାୟାତ କରୁଛନ୍ତି । କିଛି ଲୋକେ ଭିଡିଓଟି ଏଡିଟ୍‌ ହୋଇଥିବା ମତ ଦେଉଛନ୍ତି । ଏଯାଏଁ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି ।

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories