www.samajalive.in
Monday, December 8, 2025
13.1 C
Bhubaneswar

ଚୈତ୍ର ନବରାତ୍ରୀ.. ଆଜି ମହାଅଷ୍ଟମୀରେ ଅଦ୍ଭୁତ ସଂଯୋଗ : ଏହି ରାଶିଙ୍କ ଉପରେ ବର୍ଷିବ ମା’ଦୁର୍ଗାଙ୍କ କୃପା, ମିଳିବ ହଠାତ୍‌ ଧନ,ଚମକିବ ଭାଗ୍ୟ..

ଚଳିତ ବର୍ଷ ଚୈତ୍ର ନବରାତ୍ରୀର ମହାଅଷ୍ଟମୀ ୫ ଏପ୍ରିଲ ଅର୍ଥାତ୍‌ ଆଜି ପାଳନ କରାଯାଉଛି । ଏହି ଦିନ ମାତା ମହାଗୌରୀଙ୍କର ଉପାସନା କରାଯାଏ । ଏହି ଦିନ ଏକ ବିଶେଷ ଯୋଗ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ୫ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ ଦୁର୍ଗାଙ୍କ କୃପା ବର୍ଷିବ।

ମେଷ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଶୁଭ ଖବର ମିଳିବା ସହ ବ୍ୟବସାୟରେ ଖୁବ୍‌ ବୃଦ୍ଧି ହେବ । ହଠାତ୍‌ ଧନ ଲାଭ ହେବ ।

- Advertisement -

ବୃଷ- ଏହି ରାଶିଙ୍କ ଉପରେ ମା’ଦୁର୍ଗାଙ୍କ ବିଶେଷ କୃପା ରହିଥାଏ । ଅନେକ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ ।

କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ସହକର୍ମୀଙ୍କ ସହଯୋଗ ମିଳିବ ।

କନ୍ୟା- ଏମାନଙ୍କ ପାଇଁ ଅଷ୍ଟମୀ ତିଥି ଖୁବ୍‌ ଶୁଭଙ୍କର । ମା’ଦୁର୍ଗାଙ୍କ କୃପାରୁ ଧନ ପ୍ରାପ୍ତି ହେବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ । ନିବେଶ କରି ଲାଭବାନ୍‌ ହେବେ ।

ମୀନ- ମାନ-ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଧନ ଲାଭର ଯୋଗ ରହିଛି । ଜୀବନରେ ସକରାତ୍ମକ ଶକ୍ତି ରହିବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଶୁଭଙ୍କର ।

ଦେଖନ୍ତୁ ଭିଡିଓ ; ରୋଷେଇ ଘରେ ପଶିଲା ସିଂହ, ଆଉ ତା’ପରେ..

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories