www.samajalive.in
Sunday, December 14, 2025
26.1 C
Bhubaneswar

ସାମ୍ନାକୁ ଆସିଲା ‘ପଞ୍ଚାୟତ ୪’ର ରିଲିଜ୍ ତାରିଖ

ନୂଆଦିଲ୍ଲୀ : ଲୋକପ୍ରିୟ ଓ୍ବେବ ସିରିଜ୍ ‘ପଞ୍ଚାୟତ’ର ପ୍ରଶଂସକଙ୍କ ପାଇଁ ଖୁସିଖବର । ଏହି ସିରିଜର ଚତୁର୍ଥ ସିଜନର ରିଲିଜ ଡେଟ୍ ସାମ୍ନାକୁ ଆସିଛି । କମେଡି ଓ ଇମୋଶନରେ ଭରପୁର ଏହି ଶୋ’କୁ ଅଧିକ ମଜାଦାର କରିବା ପାଇଁ ନିର୍ମାତା ଅଣ୍ଟା ଭିଡିଛନ୍ତି । ତେବେ ଆସନ୍ତୁ ଜାଣିବା ଏହା କେବେ ଏବଂ କେଉଁ ପ୍ଲାଟଫର୍ମରେ ରିଲିଜ୍ ହେବ ।

ପଞ୍ଚାୟତ ୪ ଚଳିତ ବର୍ଷ ୨ ଜୁଲାଇରେ ରିଲିଜ୍ ହୋଇପାରେ । ଏହାର ଏପର୍ଯ୍ୟନ୍ତ ଅଫିସିଆଲ୍ ଘୋଷଣା ହୋଇନି । କିନ୍ତୁ ନିର୍ମାତା ଏନେଇ ସଙ୍କେତ ଦେଇଛନ୍ତି କି ଏଥିରେ ଅଧିକ ଡ୍ରାମା ଓ କମେଡି ଦେଖିବାକୁ ମିଳିବ ।

- Advertisement -

ଗତ ସିଜନ ଭଳି ଏହି ସିରିଜ୍ ମଧ୍ୟ ଆମାଜନ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହେବ । ଯେଉଁ ଦର୍ଶକ ଏହି ଓ୍ବେବ୍ ସିରିଜ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କ ପ୍ରାଇମ୍ ଭିଡିଓର ସବସ୍କ୍ରିପ୍ସନ ନେବାକୁ ହେବ । ଏଥର ମଧ୍ୟ ଜିତେନ୍ଦ୍ର କୁମାର,ନୀନା ଗୁପ୍ତା, ରଘୁବୀର ଯାଦବ, ଚନ୍ଦନ ରାୟ ଓ ଫୈସଲ ମଲିକ୍ ଭଳି କଳାକାର ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିବେ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories