www.samajalive.in
Friday, December 12, 2025
23.1 C
Bhubaneswar

ଶ୍ରୀଜଗନ୍ନାଥ ବିମାନବନ୍ଦର: ଜମି ଅଧିଗ୍ରହଣ ପାଇଁ ଏପ୍ରିଲ ୯ ଓ ୧୧ରେ ଜନଶୁଣାଣି

ଭୁବନେଶ୍ବର : ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଜମି ଅଧିଗ୍ରହଣ ପାଇଁ ଏପ୍ରିଲରେ ଜନଶୁଣାଣି ହେବ । ଏପ୍ରିଲ ୯ ଓ ୧୧ ତାରିଖରେ ଜନଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି । ସିପସରୁବାଲି ମୌଜା ପାଇଁ ଆସନ୍ତା ୯ ତାରିଖ ଦିନ ୧୧ଟାରେ ଶୁଣାଣି ହେବାକୁ ଥିବାବେଳେ ୧୧ ତାରିଖରେ ଦିନ ୧୨ଟାରେ ଷଣ୍ଢପୁର, ଗୋରୁଆଳ ମଙ୍ଗଳା ମଣ୍ଡପ ପାଖରେ ଶୁଣାଣି ହେବ । ସୂଚନାଯୋଗ୍ୟ ୧୧୬୪ ଏକର ଜମିରେ ଗ୍ରୀନଫିଲ୍ଡ ଏୟାରପୋର୍ଟ ପ୍ରତିଷ୍ଠା କରାଯିବ । ପ୍ରଭାବିତ ପରିବାର ପାଇଁ ପୁନର୍ବାସ ପ୍ୟାକେଜରେ ଆର୍ଥିକ ସହାୟତା ରହିଛି ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories