www.samajalive.in
Thursday, December 11, 2025
15.1 C
Bhubaneswar

କେରଳ କଲେଜରେ ସରସ୍ୱତୀ ପୂଜା ଆୟୋଜନ ଉପରେ ରୋକ୍‍

ନୂଆଦିଲ୍ଲୀ : କେରଳ ଅଲାପ୍ପୁଜା ଜିଲାର କୋଚିନ୍‍ ୟୁନଭରସିଟି କଲେଜ ଅଫ ଇଂଜିନିୟରିଂ ପକ୍ଷରୁ ସରସ୍ୱତୀ ପୂଜା ଆୟୋଜନ ଉପରେ ରୋକ ଲାଗାଯାଇଛି। କଲେଜ ଧର୍ମନିରପେକ୍ଷ ଅନୁଷ୍ଠାନ ହୋଇଥିବାରୁ ଏଠାରେ ସରସ୍ୱତୀ ପୂଜା ଭଳି କୌଣସି ଧାର୍ମିକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।
ପେବୃଆରୀ ୧ରେ କୋଚିନ୍‍ ୟୁନଭରସିଟି ଅଫ ସାଇଟନ୍ସ ଆଣ୍ଡ ଟେକ୍ନୋଲୋଜି ଜଏଣ୍ଟ ରେଜିଷ୍ଟ୍ରାର ପକ୍ଷରୁ ଜାରି ନୋଟିସ୍‍ରେ ଉଲ୍ଲେଖ କରାଯାଇଛଇ ଯେ ଛାତ୍ରଛାତ୍ରୀମାନେ ସରସ୍ୱତୀ ପୂଜା ଆୟୋଜନ ପାଇଁ କରିଥିବା ଆବେଦନକୁ କୂଳପତୀ ଖାରଜ କରିଦେଇଛନ୍ତି। କଲେଜ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ତେଣୁ କଲେଜ ପରିସରରେ ଏଭଳି କୌଣସି ଧାର୍ମିକ କାର୍ଯ୍ୟର ଆୟୋଜନ ଏବଂ ଗିତିବିଧି ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଏଥିରେ ଦର୍ଶାଯାଇଛି।
ପ୍ରକାଶଯ୍ୟୋ ଯେ କଲେଜରେ ଗୋ-ମାଂସ ବାଣ୍ଟିବାକୁ ନେଇ ଗତବର୍ଷ ଜାନୁଆରୀ ୨୫ରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାପରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିଲା। ଏହି କଲେଜରେ ପଢୁଥିବା ଉତ୍ତର ଭାରତ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories