ଭୁବନେଶ୍ୱର: ୨୦୨୫ ଜାନୁଆରୀ ପରଠୁ ୨ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଜଣେ ଚାଷୀ ସମ୍ବଲପୁର ଏବଂ ଅନ୍ୟ ଜଣେ ଚାଷୀ କେନ୍ଦ୍ରାପଡ଼ାର ବୋଲି ସୂଚନା ଦିଆଯାଇଛି। ସମ୍ପୃକ୍ତ ଚାଷୀ ଚାଷରେ କ୍ଷତି ହୋଇଥିବା ଯୋଗୁଁଁ ମରିନାହାନ୍ତି ବୋଲି ଉକ୍ତ ଜିଲାର ଜିଲାପାଳ ଜଣାଇଛନ୍ତି। ସୁବାସିନୀ ଜେନାଙ୍କ ପ୍ରଶ୍ନଙ୍କ ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।
Popular Categories



