www.samajalive.in
Saturday, December 13, 2025
26.1 C
Bhubaneswar

ନୂଆ ଓଡ଼ିଆ ସିନେମା ‘ଆଫା’ର ଅଡ଼ିଓ ରିଲିଜ

ଭୁବନେଶ୍ବର : ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ସିନେମା  “ଆଫା” ର ଅଡିଓ । ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ମାତା ଏହାର ଅଡିଓ ରିଲିଜ୍ କରିଛନ୍ତି । ଏହା ଏକ ଭିନ୍ନ ଧରଣର ଚଳଚ୍ଚିତ୍ର । ଜୀବନ ମୃତ୍ୟୁର ସଂଘର୍ଷର କାହାଣୀ କହେ ଓଡ଼ିଆ ସିନେମା “ଆଫା” । ଏହା ସମ୍ପୂର୍ଣ୍ଣ ପାରିବାରିକ  କାହାଣୀ ଉପରେ ଆଧାରିତ। କାହାଣୀରେ ନିର୍ଦ୍ଦେଶନା ରାଜେନ୍ଦ୍ର ମାହନ୍ତ ଦେଇଥିବାବେଳେ , ପ୍ରଯୋଜନା କରିଛନ୍ତି ନୈନା ଦାସ ଓ ପ୍ରୀତିରାଜ ଶତପଥୀ। ସଂଳାପରେ କୁନା ତ୍ରିପାଠୀ  ଥିବାବେଳେ ସଙ୍ଗୀତ  ଭାର ପ୍ରେମାନନ୍ଦ ସମ୍ଭାଳିଛନ୍ତି। “ମିଷ୍ଟିକ କ୍ଳାପ୍ସ ପ୍ରେ ଜେଣ୍ଟସ ବ୍ୟାନର” ରେ ଏହି ସିନେମା ନିର୍ମିତ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ଋଷି ପଟ୍ଟନାୟକ , ପ୍ରୀତିରାଜ ଶତପଥି , ନୈନା ଦାସ ,କୁନା ତ୍ରିପାଠୀ , ଜୀବନ ପଣ୍ଡା , ହର ରଥ , ଧରିତ୍ରୀ ଖଣ୍ଡୁଆଳ ,ରବି ମିଶ୍ର ପ୍ରମୁଖ ନଜର ଆସିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories