www.samajalive.in
Saturday, December 13, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; କୁକୁରକୁ କେମିତି ଝାମ୍ପି ନେଲା କୁମ୍ଭୀର

ନୂଆଦିଲ୍ଲୀ : କୁମ୍ଭୀର ପାଣିର ଏକ ବଡ ଶିକାରୀ ବୋଲି କୁହାଯାଏ। କୁମ୍ଭୀର ଆକ୍ରମଣରୁ ବର୍ତ୍ତିବା ମଧ୍ୟ ଅସମ୍ଭବ । ସୋସିଆଲ ମିଡିଆରେ ନିକଟରେ କୁମ୍ଭୀରର ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଖୁବ୍‌ ଭୟଭୀତ ଲାଗିବା ସହ ଆଶ୍ଚର୍ଯ୍ୟ ମଧ୍ୟ କରିବ । ମାତ୍ର ଭିଡିଓଟି କେଉଁ ସ୍ଥାନର ତାହାର କୌଣସି ସ୍ପଷ୍ଟତା ମିଳି ନାହିଁ।


ମାତ୍ର ୧୨ ସେକେଣ୍ଡର ଏହି ଭିଡିଓରେ ନଦୀ କୂଳରେ ଏକ ଧଳା ଓ କଳା ରଙ୍ଗ ମିଶ୍ରିତ ଦେଖାଯାଉଥିବା କୁକୁର ବୁଲୁଛି। ହଠାତ୍‌ ସେହି ସମୟରେ ଏକ କୁମ୍ଭୀର ପାଣିରୁ ବାହାରକୁ ଆସି କୁକୁର ଉପରେ ଆକ୍ରମଣ କରି ପାଣି ଭିତରକୁ ନେଇ ଶିକାର କରୁଛି। କିଛି ସମୟ ପରେ ପାଣିରେ କୁମ୍ଭୀର କି କୁକୁର କେହି ମଧ୍ୟ ଦେଖା ଯାଉ ନାହାଁନ୍ତି। ଏହାପରେ ସେହି ସ୍ଥାନରେ ଆଉ ଏକ କୁକୁର ଆସି ବୁଲୁଥିବା ଦେଖାଯାଉଛି। ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories