www.samajalive.in
Friday, December 12, 2025
15.1 C
Bhubaneswar

ଚାମ୍ପିୟନ୍ସ ଟ୍ରଫି: ଅଷ୍ଟ୍ରେଲିଆ ୨୬୪ରେ ଅଲଆଉଟ୍, ଚୌକା ମାରି ଖାତା ଖୋଲିଲେ ରୋହିତ ଶର୍ମା

ଦୁବାଇ : ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ୨୬୫ ରନର ଲକ୍ଷ୍ୟକୁ ପୂରଣ କରିବାକୁ ଚେଷ୍ଟା କରୁଛି । ଟିମ୍ ୨ ଓଭରରେ ବିନା କୌଣସି ଓ୍ବିକେଟରେ ୧୫ ରନ୍ କରିଛି । ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ କ୍ରିଜରେ ଅଛନ୍ତି । ଦୁବାଇର ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ଚୟନ କରିଛି । ଦଳ ୪୯.୩ ଓଭରରେ ୨୬୪ ରନରେ ଅଲଆଉଟ୍ ହୋଇଯାଇଛି । ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୯୬ ବଲରେ ୭୩ ରନ କରିଛନ୍ତି । ଭାରତର ମୋହମ୍ମଦ ଶମି ୩ ଓ୍ବିକେଟ୍ ନେଇଛନ୍ତି । ରବିନ୍ଦ୍ର ଜଡେଜା ଓ ବରୁଣ ଚକ୍ରବର୍ତ୍ତୀ ୨-୨ ଓ୍ବିକେଟ୍ ନେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories