www.samajalive.in
Tuesday, December 9, 2025
16.1 C
Bhubaneswar

ରାଜଧାନୀରେ ପରିବା ହାଟରୁ ଚୋରି କରୁଥିଲେ ବାଇକ୍‌; ୩ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବନ୍ଧା ହେଲେ ବାଇକ୍‌ ଲୁଟେରା। ଘଟଣାରେ ୩ ଜଣ ଗିରଫ ହୋଇଥିବା ବେଳେ ୧୨ଟି ବାଇକ୍‌ ଜବତ ହୋଇଛି। ଗରାଖ ବେଶରେ ଆସି ପରିବାର ହାଟରୁ ଲୁଟ୍‌ କରୁଥିଲେ ବାଇକ୍‌। ଲିଙ୍ଗରାଜ ଥାନା ଅଞ୍ଚଳର ବିଭିନ୍ନ ହାଟରୁ ବାଇକ୍‌ ଲୁଟ୍‌ କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି । ଲୁଟ୍‌ ନେଇ ଅଭିଯୋଗ ପରେ ପୁଲିସ ବାଇକ୍‌ ଲୁଟେରାଙ୍କୁ କାବୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଗାଡି ଲୁଟ୍‌ କରିବା ପରେ କମ୍‌ ଦାମ୍‌ରେ ସ୍ପେୟାର ପାର୍ଟସକୁ ବିକ୍ରି କରୁଥିଲେ। ଲୁଟେରା ଗଞ୍ଜାମ ଅଞ୍ଚଳର ହୋଇଥିବା ବେଳେ ବିଭିନ୍ନ ଜିଲାରେ ସେମାନଙ୍କ ନାଁରେ ମାମଲା ରହିଛି।

ମହାଶିବରାତ୍ରୀରେ ଏମିତି ଅର୍ପଣ କରନ୍ତୁ ବେଲପତ୍ର : କରନ୍ତୁ ନାହିଁ ଏହି ଭୁଲ୍‌..

ଦେଖନ୍ତୁ ଭିଡିଓ ;ପ୍ରେମିକା ସହ ଫୋନ୍‌ରେ କଥା ହେଉଥିଲେ, ପଛପଟୁ ଆସିଲା ବିଷଧର ସାପ, ଆଉ ତା’ପରେ..

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories