ଜଳେଶ୍ୱର: ସ୍କୁଲରୁ ଆସି ଝୁଲି ପଡ଼ିଲେ ସପ୍ତମ ଶ୍ରେଣୀ ଛାତ୍ରୀ। ଭୋଗରାଇ ବ୍ଲକ ଗମ୍ଭାରିଆ ଗାଁରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘର ନିକଟ ଏକ ଗଛରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



