www.samajalive.in
Sunday, December 14, 2025
23.1 C
Bhubaneswar

ଗୁଡି ସୂତା ଲାଗି ଛାତ୍ର ଆହତ

ଭୁବନେଶ୍ବର : ଗୁଡି ସୂତା ଲାଗି ଜଣେ ଛାତ୍ର ଆହତ ହୋଇଛନ୍ତି ।  ବଢେଇବାଙ୍କ ଛକରେ ପିଲାଟି ସ୍କୁଲରୁ ବାପାଙ୍କ ସହ ଫେରୁଥିବା ସମୟରେ ବେକରେ ଏକ ଗୁଡି ସୂତା ଲାଗିଯିବାରୁ ପିଲାଟି ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଛାତ୍ରଙ୍କ ଘର କପିଳେଶ୍ବର ଗାଁର ଏବଂ ତାଙ୍କ ବୟସ ୧୦ରୁ ୧୨ ବର୍ଷ ବୋଲି ଜଣାପଡିଛି । ପୂର୍ବରୁ ସେହି ସ୍ଥାନରେ ଅନେକ ଥର ଏଭଳି ଘଟଣା ଘଟିଥିଲେ ମଧ୍ୟ ଏଥିପ୍ରତି କେହି ସଚେତନ ହେଉନାହାଁନ୍ତି । ସର୍ବସାଧାରଣରେ ଗୁଡି ଉଡାଉବା ଉପରେ କଟକଣା ଲାଗୁ କରିବା ନେଇ ସର୍ବସାଧାରଣରେ ଦାବି ହେଉଛି ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories