www.samajalive.in
Saturday, December 13, 2025
26.1 C
Bhubaneswar

ଦ୍ରୁତ ଗତିରେ ଆସି ଘରେ ପଶିଲା ବିଏମଡବ୍ଲ୍ୟୁ କାର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ୪ ନମ୍ବର ହସ୍ପିଟାଲ ଛକରେ ଜଣଙ୍କ ଘର ଭିତରେ ଦ୍ରୁତ ଗତିରେ ଆସି ଏକ ବିଏମଡବ୍ଲ୍ୟୁ କାର ପଶିଯାଇଥିବା ସୂଚନା ମିଳିଛି। ରେଡକ୍ରସ ଭବନ ଆଡୁ ଆସି ଦ୍ରୁତ ଗତିରେ ଘର ଆଡକୁ ମାଡ଼ିଯାଇଥିଲା। ଘର କାନ୍ଥ ଓ ବାରିକେଡ ଭାଙ୍ଗି ଯାଇଥିବାବେଳେ ଘରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କାର ଭିତରେ ୨ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋୋକ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ୪ ନମ୍ବର ହସ୍ପିଟାଲ ଛକରେ ଏହି ବିଏମଡବ୍ଲ୍ୟୁ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories