www.samajalive.in
Wednesday, December 10, 2025
14.1 C
Bhubaneswar

ପିପିଲି ଚାନ୍ଦୁଆ ବଜାରରେ ସୁପ୍ରିମକୋର୍ଟ ଜଷ୍ଟିସ

ପିପିଲି: ସୁପ୍ରିମକୋର୍ଟ ବିଚାରପତି ବିନୀତ ଶରଣ ଶନିବାର ମଧ୍ୟାହ୍ନରେ ପିପିଲି ଚାନ୍ଦୁଆ ବଜାରରେ ପହଞ୍ଚି ଚାନ୍ଦୁଆ କିଣିଛନ୍ତି । ଜଷ୍ଟିସ ଶରଣ ସହଧର୍ମିଣୀଙ୍କ ସହ ପୂର୍ବାହ୍ନରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ପିପିଲି ଚାନ୍ଦୁଆ ବଜାରରେ ପହଞ୍ଚିଥିଲେ। ସେଠାରେ ଶ୍ରୀସାଇ ଶରଣ ଆପ୍ଲିକ ଦୋକାନକୁ ଯାଇ ବିଭିନ୍ନ ଚାନ୍ଦୁଆ ଡିଜାଇନକୁ ଦେଖିଥିଲେ। ବିଶ୍ୱପ୍ରସିଦ୍ଧ ପିପିଲି ଚାନ୍ଦୁଆର ସୁକ୍ଷ୍ମ କାରୁକାର୍ଯ୍ୟକୁ ସେ ଭୂରି ଭୂରି ପ୍ରଶଂସା କରିଥିଲେ। ଦୋକାନର ମାଲିକ ରମେଶ ଚନ୍ଦ୍ର ମହାପାତ୍ରଙ୍କଠାରୁ ସେ ମୋଟ୍‍ ୧୪ହଜାର ଟଙ୍କା ମୂଲ୍ୟର ୨ଟି ଗାର୍ଡେନ ଅମ୍ବ୍ରେଲା, ବିଭିନ୍ନ ଡିଜାଇନର ୨୫ଟି ଲାମ୍ପ ସେଟ୍‍ ଓ ପର୍ସ ଆଦି କିଣିଥିଲେ। ଜଷ୍ଟିସଙ୍କ ଏହି ଗସ୍ତ ସମୟରେ ପିପିଲି ଏସ୍‍ଡିପିଓ ଦିଲୀପ କୁମାର ତ୍ରିପାଠୀ ଓ ଆଇଆଇସି ଶରତ କୁମାର ସାହୁ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories