www.samajalive.in
Thursday, December 11, 2025
16.1 C
Bhubaneswar

୨ଜଣଙ୍କୁ କଚାଡ଼ି ମାରିଦେଲା ହାତୀ

କଳାହାଣ୍ଡି: ବିଶ୍ୱନାଥପୁର ରେଞ୍ଜ କାଦମାଳି ଗାଁରେ ହାତୀ ଉପଦ୍ରବ ଦେଖାଦେଇଛି। ହାତୀ ଘର ଭାଙ୍ଗିବା ସହ ୨ଜଣଙ୍କୁ ଦଳି ମାରିଦେଇଥିବା ସୂଚନା ମିଳିଛି। ଶୋଇଥିବାବେଳେ ବୃଦ୍ଧ ଓ ବୃଦ୍ଧାଙ୍କୁ କଚାଡ଼ି ଦଳିଦେଇଥିଲାହାତୀ। ଅପରପକ୍ଷରେ ହାତୀକୁ ଦେଖି ଦୌଡ଼ି ପଳାଇଥିବା ଘରର ଅନ୍ୟ ସଦସ୍ୟମାନଙ୍କ ଜୀବନ ବଞ୍ଚି ଯାଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories