www.samajalive.in
Wednesday, December 10, 2025
26.1 C
Bhubaneswar

ମହୌଷଧୀ ତୁଳସୀ ଚା’

-ଶୀତ ଦିନରେ ଥଣ୍ଡା ଜ୍ବର ହେବା ଏକ ସ୍ବଭାବିକ କଥା । ଏହି ସମୟରେ ତୁଳସୀ ଚା’ ପିଇବା ବହୁ ଲାଭଦାୟକ ଅଟେ ।
-କଫ ଦୂର କରିବାରେ ସହାୟକ ହୁଏ ତୁଳସୀ ଚା’ ।
-ତୁଳସୀ ଚା’ କାର୍ଟିସୋନ ହରମୋନକୁ ନିୟନ୍ତ୍ରଣ ରଖିଥାଏ । ଯାହା ଦ୍ବାରା ଦୁଶିନ୍ତା ଦୂର ହୋଇଥାଏ ।
-ଏହା ଦ୍ବାରା ପାଚନ ତନ୍ତ୍ର ଠିକ୍ ରହିଥାଏ ।
-ଶରୀରରେ ହେଉଥିବା ଯନ୍ତ୍ରଣାକୁ ତୁଳସୀ ଚା’ ଦୂର କରିଥାଏ ।
-ତୁଳସୀ ଚା’ ରକ୍ତର ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିଥାଏ ।
-ପାଟିକୁ କୀଟାଣୁ ମୁକ୍ତ ରଖେ ତୁଳସୀ ଚା’ ।
-ଏହା ଏକ ମାଉଥ୍ ଫ୍ରେଶନର ଭାବେ ମଧ୍ୟ କାମ କରେ ।

ତୁଳସୀ ଚା’ ପ୍ରସ୍ତୁତି ପ୍ରଣାଳୀ

- Advertisement -

ସାମଗ୍ରୀ: ତୁଳସୀ ପତ୍ର ୬-୭ଟି,
ଛୋଟ ଅଦା,
ଛୋଟ ଚାମଚ ମହୁ,
ଛୋଟ ଚାମଚ ଲେମ୍ବୁରସ,
ଆବଶ୍ୟକୀୟ ଅନୁଯାୟୀ ପାଣି

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପ୍ୟାନରେ ପାଣି ଗରମ କରନ୍ତୁ ।
ପାଣି ଗରମ ହେବା ପରେ ତୁଳସୀ ପତ୍ର ଏବଂ ଅଦା ପକାଇ ଫୁଟାନ୍ତୁ ।
ପ୍ରାୟ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟିଲା ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ ।
ପ୍ରସ୍ତୁତ ହୋଇଗଲା ତୁଳସୀ ପତ୍ର  ଚା’ । ମହୁ ଓ ଲେମ୍ବୁ ରସ ପକାଇ ପିଅନ୍ତୁ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories