ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ.. ଶାସ୍ତ୍ରୀ ବ୍ରିଜ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା.. ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ.. କ୍ଷୟକ୍ଷତି ଅସ୍ପଷ୍ଟ..
ଇସ୍ରାଏଲକୁ ମିଳିଲା ବନ୍ଧକଙ୍କ ତାଲିକା.. ଗାଜାରେ ଲାଗୁହେଲା ଅସ୍ତ୍ରବିରତି..
ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ..
ଶ୍ରୀମନ୍ଦିରର ଗର୍ଭଗୃହ ଫଟୋ ଭାଇରାଲ ସୂଚନା.. ପୁଲିସ କରୁଛି ଖୋଳତାଡ଼..
ଚିଲିକା ମଝିରେ ଫସିଲା ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବା ଡଙ୍ଗା..
ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଗୋପାଳ କରଙ୍କ ୮୦ ବର୍ଷ ବୟସରେ ଦେହାନ୍ତ..
ପାରାଗ୍ଲାଇଡିଂ ବେଳେ ଦୁର୍ଘଟଣା.. ମହିଳା ପର୍ଯ୍ୟଟକ ସହ ପ୍ରଶିକ୍ଷକଙ୍କ ମୃତ୍ୟୁ.. ଉତ୍ତର ଗୋଆର କେରି ଅଞ୍ଚଳରେ ଘଟିଛି ଦୁର୍ଘଟଣା..



