ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ୭କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିବା ସୂଚନା ମିଳିଛି। କଷ୍ଟମ ଡିପାର୍ଟମେଣ୍ଟ ପକ୍ଷରୁ ୭କୋଟି ଟଙ୍କାର ଭୁବନେଶ୍ୱର ବିମାନବନ୍ଦରରୁ ୭ କେଜି ମାରିଜୁଆନା ଜବତ କରାଯାଇଥିବା ନେଇ ସୂଚନା ଦିଆଯାଇଛି। ବ୍ୟାକଂକରୁ ଭୁବନେଶ୍ୱର ଆସିଥିବା ଜଣେ ଯାତ୍ରୀଙ୍କଠାରୁ ୭କୋଟି ଟଙ୍କାର ମାରିଜୁଆନା ଜବତ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ପୃକ୍ତ ବ୍ୟକ୍ତିଙ୍କଠାରୁ ୭କେଜି ମାରିଜୁଆନା ଜବତ ହୋଇଛି, ଯାହାର ମୂଲ୍ୟ ୭କୋଟି ଟଙ୍କା ହେବ ବୋଲି କଷ୍ଟମ ବିଭାଗ ସୂଚନା ଦେଇଛି।
Popular Categories



